Latest Odisha News

ଓଡ଼ିଶାରେ ପାଠ ପଢ଼ି ଆମେରିକାର ମଲ୍‌ଟିନ୍ୟାସ୍‌ନାଲ କମ୍ପାନୀରେ ସିଇଓ ହେଲେ ରବି କୁମାର

ନୂଆଦିଲ୍ଲୀ: ଓଡ଼ିଶାରେ ପାଠ ପଢ଼ି ଆମେରିକର ମଲ୍‌ଟିନ୍ୟାସ୍‌ନାଲ କମ୍ପାନୀରେ ସିଇଓ ହେଲେ ରବି କୁମାର। ଆମେରିକୀୟ ବହୁଦେଶୀୟ କମ୍ପାନୀ କଗ୍ନିଜେଣ୍ଟ ଟେକ୍ନୋଲୋଜୀ ସଲ୍ୟୁସନର ସିଇଓ ନିଯୁକ୍ତ ହୋଇଛନ୍ତି ଇନ୍‌ଫୋସିସ୍‌ର ପୂର୍ବତନ ଅଧ୍ୟକ୍ଷ ଭାରତର ରବି କୁମାର। ବ୍ରାଏନ ଏମ୍‌ଫ୍ରିସ୍‌ଙ୍କ ସ୍ଥାନରେ…

ଭାରତରେ କର୍ମଚାରୀ ଛଟେଇ ଆରମ୍ଭ କଲା ଆମାଜନ; ଇ-ମେଲ୍ ପଠାଇ ଚାକିରିରୁ ବିଦା କଲା କମ୍ପାନୀ

ନୂଆଦିଲ୍ଲୀ: ଭାରତରେ କର୍ମଚାରୀ ଛଟେଇ ଅଭିଯାନ ଆରମ୍ଭ କଲା ଆମାଜନ। ନିକଟରେ ଛଟେଇ ନେଇ ସର୍ବସାଧାରଣରେ ଘୋଷଣା କରିଥିଲେ ଆମାଜନ ସିଇଓ ଆଣ୍ଡି ଜ୍ୟାସୀ। ବିଶ୍ୱବ୍ୟାପୀ ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ସେ ଘୋଷଣା କରିଥିଲେ। ସେଥିମଧ୍ୟରୁ ଭାରତରୁ ଏକ ହଜାର କର୍ମଚାରୀଙ୍କ ଛଟେଇ ହେବ…

ପୁଣି ସ୍କାନରରେ ଟିଏମ୍‌ସି ନେତା; ପୂର୍ବତନ ମନ୍ତ୍ରୀଙ୍କ ଘରୁ ୧୧ କୋଟି ଜବତ

କୋଲକାତା: ପୁଣି ଜଣେ ଟିଏମ୍‌ସି ନେତାଙ୍କ ଘରୁ ବାହାରିଲା କୋଟି କୋଟି ଟଙ୍କାର କଳା ଧନ। ଟିଏମ୍‌ସି ପୂର୍ବତନ ମନ୍ତ୍ରୀ ଜାକିର ହୁସେନ୍‌ଙ୍କ ଘରୁ ୧୧ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ। ଆଜି ଭୋର ସାଢ଼େ ୩ଟାରେ ଆୟକର ବିଭାଗ ପକ୍ଷରୁ ଜାକିର ହୁସେନ୍‌ଙ୍କ ଘରେ ଚଢ଼ାଉ କରାଯାଇଥିଲା। ହୁସେନ୍‌ଙ୍କ…

ସୁରକ୍ଷା ପାଇଁ ବନ୍ଧୁକ ରଖିବାକୁ ଲାଇସେନ୍ସ ପାଇଲେ ନୂପୁର ଶର୍ମା

ନୂଆଦିଲ୍ଲୀ: ଜୀବନ ରକ୍ଷା ପାଇଁ ପାଖରେ ବନ୍ଧୁକ ରଖିବାକୁ ଲାଇସେନ୍ସ ପାଇଁ ବିଜେପି ନିଲମ୍ବିତ ନେତ୍ରୀ ନୂପୁର ଶର୍ମା। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କୁ ହତ୍ୟା ଧମକ ମିଳିଥିବାରୁ ସୁରକ୍ଷା ପାଇଁ ତାଙ୍କୁ ବନ୍ଧୁକ ରଖିବାକୁ ଲାଇସେନ୍ସ ଦିଆଯାଇଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା…

ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା ପିକ୍‌-ଅପ୍ ଭ୍ୟାନ୍; ଚାଲିଗଲା ୭ ଜୀବନ, ୮ ଗୁରୁତର

ଶଢ଼େଇକଳା ଖରସୁଆଁ: ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା ପିକ୍‌-ଅପ୍ ଭ୍ୟାନ୍। ଏହି ଦୁର୍ଘଟଣାରେ ୭ ଜଣ ଶ୍ରମିଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ସକାଳେ ଝାଡ଼ଖଣ୍ଡ ଓଡ଼ିଶା ସୀମା ନିଟସ୍ଥ ଶଢ଼େଇ କଳା ଖରସୁଆଁରେ ଏଭଳି ଦୁର୍ଘଟଣା ଘଟିଛି। ରାଜନଗର-ଚାଇବାସା ରାସ୍ତାରେ…

ମାତିଲା ବାର୍ଡ ଫ୍ଲୁ; ସଂକ୍ରମଣ ଯୋଗୁ ୧୮୦୦ କୁକୁଡ଼ାଙ୍କ ମୃତ୍ୟୁ

ଥିରୁଭନନ୍ତପୁରମ: ମାତିଲା ବାର୍ଡ ଫ୍ଲୁ। ସଂକ୍ରମଣ ଯୋଗୁ ୧୮୦୦ କୁକୁଡ଼ାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେରଳର କୋଝିକୋଡ଼େ ଜିଲ୍ଲାର ସରକାରୀ କୁକୁଡ଼ା ଫାର୍ମରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଜିଲ୍ଲା ପଞ୍ଚାୟତ ଦ୍ୱାରା ପରିଚାଳିତ କୁକୁଡ଼ା ଫାର୍ମଗୁଡ଼ିକରେ ବୁଧବାର H5N1 ଭୂତାଣୁ ଥିବା…

ଭାରତ ଯୋଡ଼ ଯାତ୍ରାର ଶେଷ ଦିନରେ ଯୋଗ ଦେବାକୁ ୨୧ ବିରୋଧୀ ଦଳଙ୍କୁ ନିମନ୍ତ୍ରଣ କଲା କଂଗ୍ରେସ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଶେଷ ହେବାକୁ ଯାଉଛି କଂଗ୍ରେସର ଭାରତ ଯୋଡ଼ ଯାତ୍ରା। ଏହି ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେବାକୁ ୨୧ ବିରୋଦୀ ଦଳଙ୍କୁ ଚିଠି ନିମନ୍ତ୍ରଣ କଲା କଂଗ୍ରେସ। ଗତବର୍ଷ ସେପ୍ଟେମ୍ବର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଜାନୁଆରୀ ୩୦ ତାରିଖରେ…

ଅଟୋ ଏକ୍ସପୋ ୨୦୨୩: ହ୍ୟୁଣ୍ଡାଇ Ioniq 5 EV ଏସ୍‌ୟୁଭିକୁ ସିଗ୍‌ନେଚର ଷ୍ଟାଇଲ୍‌ରେ ଲଞ୍ଚ୍ କଲେ ଶାହରୁଖ

ନୂଆଦିଲ୍ଲୀ: ଲଞ୍ଚ୍ ହେଲା ଏସ୍‌ୟୁଭି ହ୍ୟୁଣ୍ଡାଇ ଆୟୋନିକ ୫ ଇଭି । ଅଟୋଏକ୍ସପୋ ୨୦୨୩ରେ ଏହାକୁ ଲଞ୍ଚ କରିଛନ୍ତି ବଲିଉଡ୍‌ ବାଦଶାହ ଶାହରୁଖ ଖାନ।ଶାହରୁଖ ତାଙ୍କ ସିଗ୍‌ନେଚର ଷ୍ଟାଇଲ୍‌ରେ ଦୁଇ ହାତ ଲମ୍ବାଇ ହ୍ୟୁଣ୍ଡାଇର ଏହି ଜବରଦସ୍ତ Ioniq 5 EV ଏସ୍‌ୟୁଭିକୁ ଲଞ୍ଚ୍ କରିଛନ୍ତି। କମ୍ପାନୀ ସହ…

ଦିଲ୍ଲୀ ବିମାନ ବନ୍ଦରରେ ସିଆଇଏସଏଫ୍ ଅଫିସରଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିଲେ ଅଷ୍ଟ୍ରେଲିୟ ମହିଳା

ନୂଆଦିଲ୍ଲୀ: ସିଆଇଏସଏଫ ଅଧିକାରୀ ଅଷ୍ଟ୍ରେଲିୟ ମହିଳାଙ୍କ ଠାରୁ ଲୁଟିନେଲେ ସୁନା ଗହଣା ଓ ବିଦେଶୀ ମୁଦ୍ରା। ଅଷ୍ଟ୍ରେଲିଆ ମହିଳାଙ୍କ ଚୋରି ଅଭିଯୋଗ ପରେ ଅଜଣା ସିଆଇଏସ୍‌ଏଫ୍‌ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ। ମହିଳାଙ୍କ ଠାରୁ ନଗଦ ୫୦ ହଜାର…