ମହାଶିବରାତ୍ରୀ: କାହିଁକି ଶିବଙ୍କୁ ଅର୍ପଣ କରାଯାଏ କେତକୀଫୁଲ, ଜାଣନ୍ତୁ…
ପବିତ୍ର ଶିବରାତ୍ରୀରେ ଭକ୍ତମାନେ ମହାଦେବଙ୍କୁ ବେଲପତ୍ର, ଦୁର୍ଦରା ଫୁଲ, କେତକୀ ଫୁଲ, ମହୁ ଏବଂ କ୍ଷୀରଦାନ କରି ପୂଜାର୍ଚ୍ଚନା କରିଥାଆନ୍ତି । କେତକୀ ଫୁଲ କାହିଁକି ଦେବଦେବ ମହାଦେବଙ୍କ ଅତି ପ୍ରିୟ ଏସମ୍ପର୍କରେ ଏକ ପୌରାଣିକ କଥାବସ୍ତୁ ରହିଛି ।
ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କ ଆଦି…