ଏସିଆ କପ ଆୟୋଜନ କରି ବିସିସିଆଇ ମାଲାମାଲ
ନୂଆଦିଲ୍ଲୀ: ଏସିଆ କପ ଜିତି ଭାରତ ଏ ପର୍ଯ୍ୟନ୍ତ ଚାମ୍ପିୟନ୍ସ ଟ୍ରଫି ପାଇ ନ ଥିଲେ ମଧ୍ୟ ଆୟୋଜନ କରି ମାଲାମାଲ ହୋଇଛି । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିସିସିଆଇ ଏସିଆ କପ ଆୟୋଜନ ବାବଦକୁ ୧୦୯.୪୪ କୋଟି ଟଙ୍କାର ଲାଭ ପାଇଛି । ବିସିସିଆଇ ୨୦୨୫-୨୬ ଫାଇନାନ୍ସିଆଲ ଇୟରରେ…