ପ୍ରେମ ପରି କିଛି (୨)
ପ୍ରେମ ପରି କିଛି (୨)
ଡ. ଶୁଭଶ୍ରୀ ଲେଙ୍କା
ଠିକ୍ ମୋ ଝର୍କା ସାମ୍ନାର
ଝଙ୍କାଳିଆ କ୍ରୋଟନ୍ ଡାଳରେ
ବସା ବାନ୍ଧୁଛନ୍ତି ଟେନିସ୍ ବଲ୍ ଠୁ
ଆହୁରି ଛୋଟ ଚଢେ଼ଇ ଦୁଇଟି
କିଚିରି ମିଚିରି ବ୍ୟସ୍ତତାରେ
ବୋହିଆଣୁଛନ୍ତି ମନ ମୁତାବକ କାଠିକୁଟା
ମା’ ଚଢେ଼ଇଟି ଅଣ୍ଡା ପାରିବ ବୋଧେ
କେତେ…