Latest Odisha News

BREAKING NEWS

ଭାରତରେ ହେବ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦: ରିପୋର୍ଟ

ନୂଆଦିଲ୍ଲୀ:ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଭାରତରେ ହେବ । ଗୁଜରାଟର ରାଜଧାନୀ ଅହମ୍ମଦାବାଦରେ ଏହା ହେବ ବୋଲି ବିବିସିରେ ରିପୋର୍ଟ ପ୍ରକାଶ ପାଇଛି । ଏବେ କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି । ୨୦ ବର୍ଷ ପରେ ପୂନର୍ବାର ଭାରତରେ ଏହି ମେଗା ଇଭେଂଟ ଆୟୋଜିତ ହେବ । ୨୦୧୦ରେ ନୂଆଦିଲ୍ଲୀରେ ଏହା…

ଦିଲ୍ଲୀ କ୍ୟାପିଟାଲ୍ସକୁ ଯିବା ସଞ୍ଜୁ ନିଶ୍ଚତ, କଥା ଅଟକିଛି ଏହିଠାରେ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ସଞ୍ଜୁ ସାମସନ କେଉଁ ଟିମ ପକ୍ଷରୁ ଖେଳିବେ ତାହା ବେଶ ଚର୍ଚ୍ଚାର କାରଣ ସାଜିଛି । ବିଭିନ୍ନ ରିପୋର୍ଟ ଅନୁସାରେ ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସକୁ ସ୍ପଷ୍ଟ ଭାବେ କହିିଛନ୍ତି ସେ ଆଗାମୀ ସିଜନରେ ତାଙ୍କ ପକ୍ଷରୁ ଖେଳିବେ ନାହିଁ । ମୋତେ ଟ୍ରେଡ କରାଯାଉ ଅନ୍ୟଥା…

୧୦ ଟେଷ୍ଟ ଜିତିବା ପରେ ହାରିଲା ବିଶ୍ୱ ଚାମ୍ପିୟନ

ନୂଆଦିଲ୍ଲୀ: ଲାହୋର ଟେଷ୍ଟରେ ପାକିସ୍ତାନ ୯୩ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏଥିସହ ବିଶ୍ୱ ଚାମ୍ପିୟନ ଦକ୍ଷିଣ ଆଫ୍ରିକା କ୍ରମାଗତ ୧୦ଟି ମ୍ୟାଚର ବିଜୟ ପରେ ପରାଜୟବରଣ କରିଛି । ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ପାକିସ୍ତାନ ୧-୦ର ଅଗ୍ରଣୀ ହାସଲ କରିଛି । ଗଦ୍ଦାଫି ଷ୍ଟାଡିୟମରେ…

ସୁଲତାନ ଜୋହର କପ ହକି: ଭାରତ-ପାକିସ୍ତାନ ମ୍ୟାଚ ଡ୍ର

ଜୋହୋର ବାହରୁ: ୨୧ ବର୍ଷରୁ କମ ସୁଲତାନ ଜୋହର କପ ହକିରେ ମଙ୍ଗଳବାର ଭାରତ ଓ ପାକିସ୍ତାନ ସାମ୍ନାସାମ୍ନି ହୋଇଥିଲେ । ଏହି ରୋମାଂଚକ ମୁକାବିଲା ୩-୩ ଡ୍ରରେ ସମାପ୍ତ ହୋଇଛି । ପ୍ରଥମରୁ ପାକିସ୍ତାନ ଟିମ ଆକ୍ରମଣାତ୍ମକ ପ୍ରଦର୍ଶନ କରି ୧-୦ର ଅଗ୍ରଣୀ ହାସଲ କରି ନେଇଥିଲେ । ଦ୍ୱିତୀୟାର୍ଦ୍ଧରେ ଭାରତ…

ଗିଲ କହିଲେ ଟିମ ଇଣ୍ଡିଆକୁ ଆବଶ୍ୟ ରୋହିତ, କୋହଲିଙ୍କ ମ୍ୟାଜିକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅଭିଜ୍ଞତା ଆମକୁ ଆବଶ୍ୟକ ରହିଛି । ଅକ୍ଟୋବର ୧୯ରୁ ଭାରତୀୟ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ଦିିନିକିଆ ସିରିଜ ଖେଳିବ । କୋହଲି ଓ ରୋହିତ ସେମାନଙ୍କ…

ଉତ୍କଣ୍ଠା ସୃଷ୍ଟି କରୁଛି ବବିଙ୍କ ଖଳନାୟକ ରୂପ

ମୁମ୍ବାଇ: ଆନିମଲ ଫିଲ୍ମ ମାଧ୍ୟମରେ ବବି ଦେଓଲ ନିଜ କ୍ୟାରିୟରକୁ ବଂଚାଇବାରେ ସଫଳ ହୋଇଥିଲେ । ଏହି ଫିଲ୍ମ ମାଧ୍ୟମରେ ସେ ଖଳନାୟକ ଭାବେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଦର୍ଶକମାନେ ତାଙ୍କ ଫିଲ୍ମକୁ ଏବେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ନାମ ଘୋଷଣା କରାଯାଇ ନ ଥିବା ଏହି…

କୋହଲିଙ୍କ ଆଇପିଏଲ କ୍ୟାରିୟର ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ମହାନ ଖେଳାଳି ବିରାଟ କୋହଲିଙ୍କ କ୍ରିକେଟ ଭବିଷ୍ୟତ ନେଇ ଅନେକ ଆକଳନ କରାଯାଉଛି । ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି ନାହିଁ, ଅଷ୍ଟ୍ରେଲିଆ ଗସ୍ତ ପରେ ଅବସର ନେଇପାରନ୍ତି ବୋଲି ଖବରମାନ ପ୍ରକାଶ ପାଇଛି । ଇତି ମଧ୍ୟରେ କୋହଲିଙ୍କ ଆଇପିଏଲ କ୍ୟାରିୟର ନେଇ ମଧ୍ୟ ଏକ…

କ୍ଲିନ ସୁଇପ ପାଇଁ ଟିମ ଇଣ୍ଡିଆକୁ ଆବଶ୍ୟକ ୫୮ ରନ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ କ୍ଲିନ ସୁଇପ ପାଇଁ ଦ୍ୱିତୀୟ ଟେଷ୍ଟର ଅନ୍ତିମ ଦିବସରେ ଭାରତକୁ ୫୮ ରନର ଆବଶ୍ୟକ ରହିଛି । ୧୨୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪ର୍ଥ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଗୋଟିଏ ୱିକେଟ ହରାଇ ୬୩ ରନ ସଂଗ୍ରହ କରିନେଇଛି । ଯଶସ୍ୱୀ ଜୈସୱାଲ…

ମହିଳା କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ସ୍ମୃତି ମାନ୍ଧନା

ନୂଆଦିଲ୍ଲୀ: ଆଇସିସି ମହିଳା ବିଶ୍ୱକପ କ୍ରିକେଟ ଅବସରରେ ଭାରତର ଷ୍ଟାର ଖେଳାଳି ସ୍ମୃତି ମାନ୍ଧାନା ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସ୍ମୃତି ମାନ୍ଧନା ୮୦ ରନର ଇନିଂସ ଖେଳିଥିଲେ । ଏଥିସହ ସେ ଚଳିତ ବର୍ଷ ୧୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ…

କ୍ୟାମ୍ପବେଲ, ହୋପଙ୍କ ଅର୍ଦ୍ଧଶତକ: ୱେଷ୍ଟଇଣ୍ଡିଜ ଏବେ ବି ୯୭ ରନ ପଛରେ

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସରେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଜନ କ୍ୟାମ୍ପବେଲ, ସାଇ ହୋପ ଭଲ ବ୍ୟାଟିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ଭାରତର ପ୍ରଥମ ଇନିଂସ ସ୍କୋର ୫୧୮ ରନ ଜବାବରେ ୱେଷ୍ଟଇଣ୍ଡିଜ ୨୪୮ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ…