Latest Odisha News

BREAKING NEWS

ସୁଲତାନ ଜୋହର କପ ହକି: ଭାରତ-ପାକିସ୍ତାନ ମ୍ୟାଚ ଡ୍ର

ଜୋହୋର ବାହରୁ: ୨୧ ବର୍ଷରୁ କମ ସୁଲତାନ ଜୋହର କପ ହକିରେ ମଙ୍ଗଳବାର ଭାରତ ଓ ପାକିସ୍ତାନ ସାମ୍ନାସାମ୍ନି ହୋଇଥିଲେ । ଏହି ରୋମାଂଚକ ମୁକାବିଲା ୩-୩ ଡ୍ରରେ ସମାପ୍ତ ହୋଇଛି । ପ୍ରଥମରୁ ପାକିସ୍ତାନ ଟିମ ଆକ୍ରମଣାତ୍ମକ ପ୍ରଦର୍ଶନ କରି ୧-୦ର ଅଗ୍ରଣୀ ହାସଲ କରି ନେଇଥିଲେ । ଦ୍ୱିତୀୟାର୍ଦ୍ଧରେ ଭାରତ…

ଗିଲ କହିଲେ ଟିମ ଇଣ୍ଡିଆକୁ ଆବଶ୍ୟ ରୋହିତ, କୋହଲିଙ୍କ ମ୍ୟାଜିକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅଭିଜ୍ଞତା ଆମକୁ ଆବଶ୍ୟକ ରହିଛି । ଅକ୍ଟୋବର ୧୯ରୁ ଭାରତୀୟ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ଦିିନିକିଆ ସିରିଜ ଖେଳିବ । କୋହଲି ଓ ରୋହିତ ସେମାନଙ୍କ…

ଉତ୍କଣ୍ଠା ସୃଷ୍ଟି କରୁଛି ବବିଙ୍କ ଖଳନାୟକ ରୂପ

ମୁମ୍ବାଇ: ଆନିମଲ ଫିଲ୍ମ ମାଧ୍ୟମରେ ବବି ଦେଓଲ ନିଜ କ୍ୟାରିୟରକୁ ବଂଚାଇବାରେ ସଫଳ ହୋଇଥିଲେ । ଏହି ଫିଲ୍ମ ମାଧ୍ୟମରେ ସେ ଖଳନାୟକ ଭାବେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଦର୍ଶକମାନେ ତାଙ୍କ ଫିଲ୍ମକୁ ଏବେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ନାମ ଘୋଷଣା କରାଯାଇ ନ ଥିବା ଏହି…

କୋହଲିଙ୍କ ଆଇପିଏଲ କ୍ୟାରିୟର ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ମହାନ ଖେଳାଳି ବିରାଟ କୋହଲିଙ୍କ କ୍ରିକେଟ ଭବିଷ୍ୟତ ନେଇ ଅନେକ ଆକଳନ କରାଯାଉଛି । ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି ନାହିଁ, ଅଷ୍ଟ୍ରେଲିଆ ଗସ୍ତ ପରେ ଅବସର ନେଇପାରନ୍ତି ବୋଲି ଖବରମାନ ପ୍ରକାଶ ପାଇଛି । ଇତି ମଧ୍ୟରେ କୋହଲିଙ୍କ ଆଇପିଏଲ କ୍ୟାରିୟର ନେଇ ମଧ୍ୟ ଏକ…

କ୍ଲିନ ସୁଇପ ପାଇଁ ଟିମ ଇଣ୍ଡିଆକୁ ଆବଶ୍ୟକ ୫୮ ରନ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ କ୍ଲିନ ସୁଇପ ପାଇଁ ଦ୍ୱିତୀୟ ଟେଷ୍ଟର ଅନ୍ତିମ ଦିବସରେ ଭାରତକୁ ୫୮ ରନର ଆବଶ୍ୟକ ରହିଛି । ୧୨୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪ର୍ଥ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଗୋଟିଏ ୱିକେଟ ହରାଇ ୬୩ ରନ ସଂଗ୍ରହ କରିନେଇଛି । ଯଶସ୍ୱୀ ଜୈସୱାଲ…

ମହିଳା କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ସ୍ମୃତି ମାନ୍ଧନା

ନୂଆଦିଲ୍ଲୀ: ଆଇସିସି ମହିଳା ବିଶ୍ୱକପ କ୍ରିକେଟ ଅବସରରେ ଭାରତର ଷ୍ଟାର ଖେଳାଳି ସ୍ମୃତି ମାନ୍ଧାନା ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସ୍ମୃତି ମାନ୍ଧନା ୮୦ ରନର ଇନିଂସ ଖେଳିଥିଲେ । ଏଥିସହ ସେ ଚଳିତ ବର୍ଷ ୧୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ…

କ୍ୟାମ୍ପବେଲ, ହୋପଙ୍କ ଅର୍ଦ୍ଧଶତକ: ୱେଷ୍ଟଇଣ୍ଡିଜ ଏବେ ବି ୯୭ ରନ ପଛରେ

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସରେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଜନ କ୍ୟାମ୍ପବେଲ, ସାଇ ହୋପ ଭଲ ବ୍ୟାଟିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ଭାରତର ପ୍ରଥମ ଇନିଂସ ସ୍କୋର ୫୧୮ ରନ ଜବାବରେ ୱେଷ୍ଟଇଣ୍ଡିଜ ୨୪୮ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ…

ଆଇପିଏଲ: ମିନି ନିଲାମରେ ଚେନ୍ନାଇ ରିଲିଜ କରିବ ୫ଜଣ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲର ମିନି ନିଲାମ ଖୁବଶୀଘ୍ର ଆୟୋଜିତ ହେବ । ଏହା କେବେ ହେବ ଘୋଷଣା କରାଯାଇ ନ ଥିଲେ ମଧ୍ୟ ବିଭିନ୍ନ ଟିମକୁ ନେଇ କଳ୍ପନା ଜଳ୍ପନା ଓ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି । ଯେତେଦୂର ସମ୍ଭବ ମିନି ନିଲାମ ୧୩ରୁ ୧୫ ଡିସେମ୍ବର ମଧ୍ୟରେ ହୋଇପାରେ । ଏହା ପୂର୍ବରୁ ନଭେମ୍ବର ୧୫…

ମୁମ୍ବାଇ ରଣଜୀ ଟିମରୁ ବାଦ ପଡିଲେ ସୂର୍ଯ୍ୟକୁମାର

ମୁମ୍ବାଇ: ଭାରତୀୟ ଟି୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ଭଲ ଫର୍ମରେ ନାହାନ୍ତି । ତାଙ୍କ ନେତୃତ୍ୱରେ ଭାରତ ଏସିଆ କପ ଟି୨୦ ଟାଇଟଲ ହାସଲ କରିଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ଯୋଗଦାନ ଖାସ ନ ଥିଲା । ମୁମ୍ବାଇ କ୍ରିକେଟ ଆସୋସିଏଶନ ଆଗାମୀ ରଣଜୀ ଟ୍ରଫି ସିଜନ ପାଇଁ ଦଳ ଘୋଷଣା…

ନିଜ କାରର କାଚ ଭାଙ୍ଗିଦେଲେ ରୋହିତ ଶର୍ମା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ମୁମ୍ବାଇରେ ସେ ଅଭ୍ୟାସ କରୁଥିବା ବେଳେ ପ୍ରଶଂସକମାନେ ଏହାର ମଜା ମଧ୍ୟ ଉଠାଉଛନ୍ତି । ଶିବାଜୀ ପାର୍କ ନେଟ୍ସରେ ହିଟମ୍ୟାନ ଅଭ୍ୟାସ ଅବସରରେ…