Latest Odisha News

BREAKING NEWS

ଏହି ମହାନ ଖେଳାଳି କହିଲେ କାହିଁକି ନେଲେ ଦିନିକିଆ କ୍ରିକେଟ ଅବସରରୁ ୟୁ ଟର୍ଣ୍ଣ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ କ୍ୱିଂଟନ ଡିକକ ଦିିନିକିଆ କ୍ରିକେଟ ଅବସରରୁ ୟୁ ଟର୍ଣ୍ଣ ନେବା ନେଇ ଆଜି ମୁହଁ ଖୋଲିଛନ୍ତି । ୨୦୨୩ ଦିନିକିଆ ବିଶ୍ୱକପ ପରେ ସେ ହଠାତ ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ । ଦକ୍ଷିଣ ଆଫ୍ରିକା ସେମିଫାଇନାଲରୁ ବିଦାୟ ନେବା ପରେ ସେ ଏହି…

ବଲିଉଡର ଅଶୁଭ ଫିଲ୍ମ, ନେଇଥିଲା ଅନେକ ମୁଣ୍ଡ

ମୁମ୍ବାଇ: ବଲିଉଡରେ ଏ ଭଳି ଏକ ଫିଲ୍ମ ରହିଛି ଯାହାକୁ ଅଶୁଭ ମନେ କରାଯାଏ । ଏହି ଫିଲ୍ମ ରିଲିଜ ହେବା ପାଇଁ ୨୩ ବର୍ଷ ସମୟ ନେଇଥିଲା । ଏହା ମଧ୍ୟରେ ଏଥିରେ ଅଭିନୟ କରିଥିବା ଅନେକ ବଡ କଳାକାର ଆର ପାରିକୁ ଚାଲି ଯାଇଥିଲେ । ମୁଗଲ ଏ ଆଜମ ଫେମ ନିର୍ଦ୍ଦେଶକ କେ ଆସିଫ ଲୈଲା ମଜନୁଙ୍କ ଉପରେ ଫିଲ୍ମ…

ଚେସ: ନାକାମୁରା କିଙ୍ଗ ଫିଙ୍ଗିବା ବିବାଦ ନାଁ ପବ୍ଲିସିଟି ଷ୍ଟଂଟ

ନୂଆଦିଲ୍ଲୀ: ଆମେରିକା ଷ୍ଟାର ଚେସ ଖେଳାଳି ହିକାରୁ ନାକାମୁରା ଏବେ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ଭାରତର ଡି.ଗୁକେଶଙ୍କ ବିପକ୍ଷରେ ବିଜୟ ହାସଲ କରିବା ପରେ ନାକାମୁରା ତାଙ୍କ ରାଜାଙ୍କୁ ଦର୍ଶକଙ୍କ ଉପରକୁ ଫିଙ୍ଗିଥିଲେ । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।…

ରୋହିତ, କୋହଲିଙ୍କ ଏହା ହୋଇପାରେ ବିଦାୟକାଳୀନ ସିରିଜ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଏହା ଭାରତର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିଦାୟକାଳୀନ ସିରିଜ ହେବାକୁ ଯାଉଛି କହିଲେ ଭୁଲ ହେବନି । ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଯିବା ପରେ ଏବେ ଅନୁମାନ…

ଶେଷ ହେଲା ଭାରତର ସଫଳ ଅଧିନାୟକଙ୍କ ଯୁଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଏବେ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଏଥିସହ ଦିନିକିଆ କ୍ରିକେଟରେ ଟିମ ଇଣ୍ଡିଆର ସଫଳ ଅଧିନାୟକଙ୍କ ରାଜୁତି ଶେଷ ହୋଇଛି । ରୋହିତ ୫୬ ମ୍ୟାଚରେ…

ଟି୨୦ ବିଶ୍ୱକପ ୨୦୨୬: ନାମ୍ବିଆ ସମେତ ୧୬ ଟିମର ଏଂଟ୍ରି

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ଆସନ୍ତା ବର୍ଷ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଏଥର ବିଶ୍ୱକପରେ ୨୦ଟି ଟିମ ଅଂଶଗ୍ରହଣ କରିବେ । ନାମ୍ବିଆ ସମେତ ୧୬ଟି ଟିମ ଯୋଗ୍ୟତା ହାସଲ କରିସାରିଛନ୍ତି । ଆଫ୍ରିକା ଯୋଗ୍ୟତା ପର୍ଯ୍ୟାୟରେ ନାମ୍ବିଆ ସେମିଫାଇନାଲରେ ତାଞ୍ଜାନିଆକୁ ହରାଇ ବିଶ୍ୱକପ ଯୋଗ୍ୟତା…

ଶାହାରୁଖ ବିଶ୍ୱର ସବୁଠାରୁ ଧନୀ ଅଭିନେତା

ମୁମ୍ବାଇ: ବଲିଉଡ କିଙ୍ଗ ଶାହାରୁଖ ଖାଁ ଏବେ ସବୁଠାରୁ ଧନୀ ଅଭିନେତା ସାଜିଛନ୍ତି । ୩୩ ବର୍ଷ ହେବ ସେ ବଲିଉଡର ଏକପ୍ରକାର ରାଜୁତି ଜାରୀ ରଖିଛନ୍ତି । ଅକ୍ଟୋବର ୧ରେ ହୁରୁନ ରିଚ ଲିଷ୍ଟ ଜାରୀ କରାଇଯାଇଥିଲା । ଏଥିରେ କିଙ୍ଗ ଖାଁଙ୍କ ନେଟୱର୍ଥ ୧.୪ ବିଲିୟନ ଡଲାର ଦର୍ଶାଯାଇଛି । ଯାହା ଭାରତୀୟ…

ସ୍ପିନ ଜାଲରେ ପୂନର୍ବାର ଫସିଲା ପାକିସ୍ତାନ

ଦୁବାଇ: ଚଳିତ ଏସିଆ କପ କ୍ରିକେଟର ଫାଇନାଲରେ ପାକିସ୍ତାନ ଭାରତ ସମ୍ମୁଖରେ ୧୪୭ ରନର ବିଜୟ ଲକ୍ଷ୍ୟ ରଖିଛି । ଭାରତ ଟସ ଜିିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ପାକିସ୍ତାନ ଆରମ୍ଭରୁ ଭଲ ବ୍ୟାଟିଂ ପ୍ରଦର୍ଶନ କରି ୧୨.୫ ଓଭରରେ ୨ ୱିକେଟ ହରାଇ ୧୧୩ ରନ ସଂଗ୍ରହ କରି ନେଇଥିଲା । ଦଳ ଏକ ବଡ…

ଏଥର ଅଫିସିଆଲ, ମିଥୁନ ମନହାସ ହେଲେ ବିସିସିଆଇର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ମିଥୁନ ମନହାସ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂତନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ତାଙ୍କ ଏକ୍ସ ଆକାଂଉଟରେ ପ୍ରଥମେ ଏହି ଖୁସୀ ଖବର ଶେୟାର କରିଛନ୍ତି । ଜମ୍ମୁ-କଶ୍ମୀରେ ଜନ୍ମିତ ମିଥୁନ ସଭାପତି ହେବେ ବୋଲି ପୂର୍ବରୁ ରିପୋର୍ଟ…

କୂଲଦୀପ ୭ ବର୍ଷ ପରେ ପୂନର୍ବାର କରିବେ କି କମାଲ

ଦୁବାଇ: ଆଉ କିଛି ସମୟ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ଏସିଆ କପରେ ଭାରତ ୨ଥର ପାକିସ୍ତାନକୁ ହରାଥ ଭଲ ଫର୍ମରେ ରହିଛି । ଆଜିକୁ ୭ ବର୍ଷ ତଳେ କୂଲଦୀପ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଭାରତକୁ ଏସିଆ କପରେ ଚାମ୍ପିୟନ କରାଇବାରେ ମୂଖ୍ୟ…