Latest Odisha News

BREAKING NEWS

ଚାଉଳ ଦିଅ, ଟମାଟୋ ନିଅ: ଭାରତ ସରକାରଙ୍କୁ ଚିଠି ଲେଖିଲା ନେପାଳ

ଦିଲ୍ଲୀ : ଟମାଟୋ ଦରକୁ ନେଇ ଏବେ ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି  । ଗୃହିଣୀଙ୍କ ହାଣ୍ଡିଶାଳରେ ଟମାଟୋ ଦର ବୃଦ୍ଧି ବିଶେଷ ଭାବେ ପ୍ରଭାବ ପକାଇଛି  । ଟମାଟୋର ଅହେତୁକ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବେଣ୍ ବାଧୁଛି  । ତେବେ ଏଭଳି ସମୟରେ ଭାରତକୁ ସାହାର୍ଯ୍ୟ କରିବା ଲାଗି…

ପରକିୟା ପ୍ରୀତିର କରୁଣ ପରିଣତି : ସ୍ତ୍ରୀର ପ୍ରେମିକକୁ ଗୁଳି ମାରିଦେଲା ସ୍ଵାମୀ

ସମ୍ବଲପୁର: ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ଵାମୀ। ସମ୍ବଲପୁର ରେଢାଖୋଲ ବଡ଼ନୂଆପଡ଼ା ସ୍ଥିତ ଖେତୀନାଳି ଗାଁରେ ଘଟିଛି ଏହି ଗୁଳିକାଣ୍ଡ । ଗୁରୁତର ଅବସ୍ଥାରେ ପ୍ରେମିକକୁ ପ୍ରଥମେ ବୁର୍ଲା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରୁ…

ଅରବିନ୍ଦ କେଜ୍ରିୱାଲଙ୍କ ଶୁଭ ମନାସିଲେ ମୋଦୀ

ନୂଆଦିଲ୍ଲୀ: ଲଗାତାର ବିଜେପିକୁ ଟାର୍ଗେଟ କରି ଆସୁଛି ଆମ ଆଦମୀ ପାର୍ଟି । ଦିଲ୍ଲୀ ମଦ ଦୁର୍ନୀତି ହେଉ କିମ୍ବା ଦିଲ୍ଲୀ ସେବା ଆଇନକୁ ନେଇ ଦଳର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପିଏମ ମୋଦୀଙ୍କୁ ଶାଣିତ ସମାଲୋଚନା କରୁଛନ୍ତି। ତେବେ ଏହି ବୟାନବାଜି ଭିତରେ…

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ

ନୂଆଦିଲ୍ଲୀ: ଆଜିଠୁ ଖୋଲିଲା ଅମୃତ ଉଦ୍ୟାନ। ରାଷ୍ଟ୍ରପତି ଭବନ ପରିସରରେ ଥିବା ଏହି ଉଦ୍ୟାନ ଆଜିଠାରୁ ଜନସାଧାରଣଙ୍କ ପାଇଁ ଖୋଲା ରହିବ। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ୟାନ ଉତ୍ସବ-୨କୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି । ଉଦ୍ୟାନ ଉତ୍ସବ-୨ ଅନ୍ତର୍ଗତ ଅଗଷ୍ଟ ୧୬ ତାରିଖରୁ…

ଆଜି ଦିଲ୍ଲୀରେ ବସିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ଦିଲ୍ଲୀ: ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ରାଜନାଥ ସିଂ , ଅମିତ ଶାହ , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୧୫ ଜଣ ସଦସ୍ୟ ସାମିଲ ହେବେ । ଚଳିତବର୍ଷ ଶେଷ…

ବାଲେଶ୍ଵର ବନବିଭାଗକୁ ବଡ ସଫଳତା: ୨୫ ନାଗ ସାପ ଉଦ୍ଧାର ସହ ରାକେଟର କଲା ପର୍ଦ୍ଦାଫାସ

ବାଲେଶ୍ଵର: ବାଲେଶ୍ଵର ବନବିଭାଗକୁ ବଡ ସଫଳତା । ସାପ ବିଷ ରାକେଟର କଲା ପର୍ଦ୍ଦାଫାସ । ୨୫ଟି ନାଗ ସାପ ଉଦ୍ଧାର ସହ ୩ଜଣଙ୍କୁ ବାନ୍ଧିଲା ପୋଲିସ । ବାଲେଶ୍ଵର ବନଖଣ୍ଡ ବାଲିଆପାଳ ବ୍ଲକ୍ ପଞ୍ଚପଲ୍ଲୀରୁ ରେଡ୍ ବେଳେ ଉଦ୍ଧାର । ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ନେକ ହେଲ୍ପ…

ନୁହ ହିଂସାକାଣ୍ଡ ଘଟଣା: ବିଟୁ ବଜରଙ୍ଗୀ ପୁଣି ଗିରଫ

ଚଣ୍ଡିଗଡ଼: ହରିୟାଣା ନହୁ ହିଂସା ମାମଲାରେ ହରିୟାଣା ପୋଲିସ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୁହ ହିଂସାକାଣ୍ଡ ଘଟଣାରେ ବିଟୁ ବଜରଙ୍ଗୀ ପୁଣି ଗିରଫ ହୋଇଛି। ମଙ୍ଗଳବାର ଅଗଷ୍ଟ ୧୫ରେ ନୁହରେ ହିଂସା ସୃଷ୍ଟି କରିବା ଏବଂ ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗରେ ହରିୟାଣା ପୋଲିସ ବିଟୁ…

ମଦ ବେପାରୀଙ୍କୁ କାନ ଧରି ଉଠବସ୍ କରାଇଲେ ସାଂସଦ ପ୍ରତାପ ଷଡଙ୍ଗୀ

ନୀଳଗିରି: ବାଲେଶ୍ବର ନୀଳଗିରି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ବେପାରୀଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି  ।  ନୀଳଗିରିରେ ନୂତନ କରି ରେଳ ଷ୍ଟେସନ ନିର୍ମାଣ ହେଉଥିବାବେଳେ ତାହା ମଦ ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି  । ଖୁଲମଖୁଲ୍ଲା ଭାବେ ଏଠାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି  ।…

ସରିଲା କୋର କମାଣ୍ଡରସ୍ତରୀୟ ବୈଠକ: LACରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତର ଚାପ

ନୂଆଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା କୋର କମାଣ୍ଡରସ୍ତରୀୟ ବୈଠକ ଶେଷ ହୋଇଛି  । ଦୁଇ ଦିନ ଧରି ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିଲା  । ବାରମ୍ବାର ଉଭୟ ଦେଶ ମଧ୍ୟରେ ବିଚାର ବିମର୍ଶ ହୋଇଛି ହେଲେ କିଛି ସୁଫଳ ମିଳିନଥିଲା  । କିନ୍ତୁ ଏଥର ଆଲୋଚନାରେ କିଛି ସକରାତ୍ମକ…

ହିମାଚଳରେ ବାଦଲଫଟା ବର୍ଷା-ବନ୍ୟା-ଭୂସ୍ଖଳନ, ୫୯ ଟପିଲା ମୃତ୍ୟୁ ସଂଖ୍ୟା

ସିମଲା: ହିମାଚଳ ପ୍ରଦେଶରେ ବନ୍ୟା, ଭୂସ୍ଖଳନଜନିତ ମୃତ୍ୟୁ ସଂଖ୍ୟା ୫୯କୁ ବୃଦ୍ଧି ପାଇଛି। ଗତ ରାତିରେ ଆଉ ୩ ଜଣଙ୍କର ମୃତଦେହ ମିଳିବା ପରେ ମୃତ୍ୟୁ ସଂଖ୍ୟା ୫୬ରୁ ୫୯କୁ ବଢ଼ିଛି। ଲଗାଣ ବର୍ଷା ପାଇଁ ମଣ୍ଡି ଓ ସିମଲା ଜିଲ୍ଲା ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି। ମଣ୍ଡିରେ ୨୩ ଓ ସିମଲାରେ ୧୯…