Bagram air base:’ଆଗାମୀ ୨୦ ବର୍ଷ ପାଇଁ ଆମେରିକା ସହିତ ଲଢ଼ିବାକୁ ପ୍ରସ୍ତୁତ’
କାବୁଲ: ଆଫଗାନ ଅଧିକାରୀମାନେ ବଗରାମ ଏୟାରବେସ୍ କୁ ପୁନଃ ଦଖଲ କରିବା ପାଇଁ ଆମେରିକାର ଧମକକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିସହ ଜୋର ଦେଇଛନ୍ତି ଯେ ସେଠାରେ ବିଦେଶୀ ସାମରିକ ଉପସ୍ଥିତି ପୁନଃସ୍ଥାପିତ କରିବାର ଯେକୌଣସି ପ୍ରୟାସକୁ ଦୃଢ଼ ବିରୋଧ କରାଯିବ।
ଗୁଇନ୍ଦା…