Latest Odisha News

BREAKING NEWS

ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେପି ରାଜ୍ୟ ସଭାପତିଙ୍କ ବଡ ଭବିଷ୍ୟବାଣୀ

ଭୁବନେଶ୍ୱର: ଆଜି ପବିତ୍ର ମହାଳୟ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ କରିବାକୁ ସମ୍ବଲପୁରରେ ପହଞ୍ଚିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ସମୟରେ ମନମୋହନ ନୂଆପଡ଼ା ଉପନିର୍ବାଚନକୁ ନେଇ ଏକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,…

PM Narendra Modi: ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି…କିଛି ବଡ ଘୋଷଣା କରିବେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହି ସମୟ ମଧ୍ୟରେ ସେ ଏକ ବଡ଼ ଘୋଷଣା କରିପାରନ୍ତି। ତଥାପି, ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କେଉଁ ବିଷୟ ଉପରେ ସମ୍ବୋଧିତ କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରଧାନମନ୍ତ୍ରୀ…

BCCI President: ସାମ୍ନାକୁ ଆସିଲା ବିସିସିଆଇ ସଭାପତି ପଦ ପାଇଁ ଏହି ବ୍ୟକ୍ତିଙ୍କ ନାଁ…ଥରେ ହେଲେ ବି ଖେଳିନାହାନ୍ତି…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ନୂତନ ସଭାପତିଙ୍କ ନାମ ସେପ୍ଟେମ୍ବର ୨୮ ତାରିଖରେ, BCCIର ବାର୍ଷିକ ସାଧାରଣ ବୈଠକ ଦିନ ଘୋଷଣା କରାଯିବ। ବର୍ତ୍ତମାନ, ସମସ୍ତଙ୍କ ନଜର BCCIର ନୂତନ ସଭାପତି ଭାବରେ କାହାକୁ ନିଯୁକ୍ତ କରାଯିବ ତାହା ଉପରେ ରହିଛି। ଏହାରି ଭିତରେ ଶନିବାର…

India-Pakistan clash in Asia Cup: ସୁପର ସଣ୍ଡେରେ ପୁଣି ମଇଦାନକୁ ଓହ୍ଲାଇବେ ଭାରତ-ପାକିସ୍ତାନ, ମାତ୍ ଦେବାକୁ…

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ର ବିବାଦ ପରେ ପୁଣି ମଇଦାନରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଶେଷ ସାକ୍ଷାତର ମାତ୍ର ଆଠ ଦିନ ପରେ ଏସିଆ କପରେ ଆଉ ଏକ ଭାରତ-ପାକିସ୍ତାନ ମୁକାବିଲା ଆଜି ସୁପର ସଣ୍ଡେରେ ହେବାକୁ ଯାଉଛି । ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ପାଇଁ ଉତ୍ତେଜନାପୂର୍ଣ୍ଣ…

H-1B Visa Fee: ‘ନୂଆ ଆବେଦନକାରୀଙ୍କ ପାଇଁ H-1B ଭିସାର ନୂତନ ଏକକାଳୀନ ଫି ବ୍ୟବସ୍ଥା’, ସ୍ପଷ୍ଟୀକରଣ ରଖିଲା ହ୍ବାଇଟ୍…

ନୂଆଦିଲ୍ଲୀ, :ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବୃଦ୍ଧି କରାଯାଇଥିବା H-1B ଭିସା ଆବେଦନ ପାଇଁ ୧ ଲକ୍ଷ ଆମେରିକୀୟ ଡଲାର (୮୮ ଲକ୍ଷ ଟଙ୍କାରୁ ଅଧିକ) କେବଳ ନୂତନ ଆବେଦନକାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ, ଯାହା ସେପ୍ଟେମ୍ବର ୨୧ (ରବିବାର) ପୂର୍ବରୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ବାତିଲ୍

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ବାତିଲ୍ । ବର୍ଷା ସମ୍ଭାବନାକୁ ନେଇ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଥିବା ସୂଚନା । ରଙ୍ଗେଇଲୁଣ୍ଡାରେ ହେବାକୁ ଥିବା ସେବା ପର୍ବ କାର୍ଯ୍ୟକ୍ରମ ବାତିଲ୍ ସୂଚନା । ଆସନ୍ତା ୨୭ରେ ଗଞ୍ଜାମ ଗସ୍ତରେ ଆସିଥାନ୍ତେ…

‘ନିଶା ମୁକ୍ତ ଭାରତ’ ପାଇଁ ବିଶାଳ ଗଣଦୌଡ଼

ଭୁବନେଶ୍ୱର: ‘ନିଶା ମୁକ୍ତ ଭାରତ’ ପାଇଁ ରାଜଧାନୀରେ ବିଶାଳ ଗଣଦୌଡ଼ । ଆଜି ସକାଳୁ କଳିଙ୍ଗ ଷ୍ଟାଡିୟମ୍‌ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏହି ଗଣଦୌଡ଼ ଆୟୋଜନ ହୋଇଛି ।  ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାପରେ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଗଣଦୌଡରେ ଦୌଡିଥିବା…

ଆଜି ପବିତ୍ର ମହାଳୟା ଅବସରରେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା । ପିତୃପକ୍ଷର ଶେଷ ଦିନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଚାଲିଛି ଶ୍ରାଦ୍ଧ ଓ ପିଣ୍ଡଦାନ । ସକାଳୁ ସକାଳୁ ପୁରୀର ବିଭିନ୍ନ ପବିତ୍ର ତୀର୍ଥ ପୁଷ୍କରୀଣି ସହ ଭୁବନେଶ୍ବରର ବିନ୍ଦୁସାଗର ଓ ଯାଜପୁରର ନାଭିଗୟାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିବା…

Solar Eclipse: ଆଜି ବର୍ଷର ଶେଷ ସୂର୍ଯ୍ୟପରାଗ; କେଉଁଠି ହେବ ଦୃଶ୍ୟମାନ…

ନୂଆଦିଲ୍ଲୀ: ଆଜି ହେଉଛି ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ । ଯଦିଓ ଏହା ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣରୁ ଏକ ଅଦ୍ଭୁତ ଘଟଣା ହେଲେ ଧାର୍ମିକ ବିଶ୍ୱାସ ଏବଂ ପରମ୍ପରାରେ ସୂର୍ଯ୍ୟପରାଗକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ । ତେବେ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏହା…

India-US Trade Deal:ପୀୟୁଷ ଗୋୟଲ ଏହି ଦିନ କରିବେ ଆମେରିକା ଗସ୍ତ, ବାଣିଜ୍ୟ ଚୁକ୍ତି ଉପରେ…

ନୂଆଦିଲ୍ଲୀ:ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ (Piyush Goyal ) ସେପ୍ଟେମ୍ବର ୨୨ ତାରିଖରେ ଆମେରିକା ଗସ୍ତ କରିବେ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ସେପ୍ଟେମ୍ବର ୨୨ ରେ ବାଣିଜ୍ୟ ଆଲୋଚନା ପାଇଁ ଆମେରିକା ଗସ୍ତ କରିବେ ବୋଲି…