Latest Odisha News

BREAKING NEWS

ଆପଣ ବି ବାଜପେୟୀ ହୋଇପାରିବେ, ବିଜେପିରେ ଜଏନ୍‌ କରି ଯାଆନ୍ତୁ: ରାହୁଲଙ୍କୁ କଙ୍ଗନାଙ୍କ ପରାମର୍ଶ

ନୂଆଦିଲ୍ଲୀ: ଗୁରୁବାର ଦିନ ବିଜେପି ସାଂସଦ କଙ୍ଗନା ରଣାୱତ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଆଉ ଏହି ପରାମର୍ଶକୁ ନେଇ ରାଜନୀତି ଉଷ୍ଣ ହେବାରେ ଲାଗିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି…

ଲେଡି ସାଇକୋ କିଲର୍: ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ୪ ଶିଶୁଙ୍କୁ ହତ୍ୟା

ଚଣ୍ଡିଗଡ଼: ଚର୍ଚ୍ଚାରେ ହରିୟାଣାର ଲେଡି ସାଇକୋ କିଲର୍। ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ କରୁଥିଲେ ଇର୍ଷା। ଆଉ ଏହି ଇର୍ଷା ଦିନେ ମହିଳାଙ୍କୁ କରିଦେଇଥିଲା ସାଇକୋ କିଲର୍। ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ। ଏଥିପାଇଁ କିଏ ବିଭିନ୍ନ ପ୍ରକାର କସମେଟିକ୍ ବ୍ୟବହାର କରିଥାଏ ତ ଆଉ କିଏ…

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା; ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ

ଭୁବନେଶ୍ୱର: ଭୁବନେଶ୍ୱରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଗୁରୁବାର ଦିନ ଉତ୍ତେଜନା ଦେଖାଦେଇଛି। ଜଣେ ଅଧ୍ୟାପକଙ୍କ ବିରୋଧରେ ଜଣେ ଛାତ୍ରୀମାନେ ନିର୍ଯାତନା ଅଭିଯୋଗ ପରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୂତ୍ର ଅନୁସାରେ କିଛି ଛାତ୍ରୀ ଜଣେ ଅଧ୍ୟାପକଙ୍କ ବିରୋଧରେ ନିର୍ଯାତନା ଏବଂ…

ସାମ୍ବାଦିକଙ୍କୁ ମିଳିବ କି ପେନସନ୍; ଜାଣନ୍ତୁ କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ପାଇଁ ଏକ ପ୍ରସ୍ତାବ ଓଡ଼ିଶା ସରକାରଙ୍କ ନିକଟରେ ବିଚାରାଧୀନ ଅଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟ ବିଧାନସଭାରେ ସୂଚନା ଦେଇଛନ୍ତି। ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ…

ସରକାରଙ୍କ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି…

ଭୁବନେଶ୍ବର: ସରକାର ପ୍ରଚାର ପ୍ରସାର ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୮୩ କୋଟି ୮୪ ଲକ୍ଷ ଟଙ୍କା । ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୨୪ ଜୁଲାଇରୁ ଏଯାବତ୍ ୮୩ କୋଟି ୮୪ ଲକ୍ଷ ୮୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ବିଜ୍ଞାପନ ପାଇଁ ଖବର…

ଅଷ୍ଟ୍ରେଲିଆରେ ରୁଟଙ୍କ ପ୍ରଥମ ଶତକ, ଇଂଲଣ୍ଡ ୩୨୫/୯

ବ୍ରିସବେନ: ଆଶେସ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଏଠାରେ ଗୁରୁବାରଠାରୁ ଆରମ୍ଭ ହୋଇଛି । ଜୋ ରୁଟଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୯ ୱିକେଟ ବିନିମୟରେ ୩୨୫ ରନ ସଂଗ୍ରହ କରିଛି । ଷ୍ଟମ୍ପସ ଅପସାରଣ ବେଳକୁ ରୁଟ ୧୩୫ ଓ ଜୋଫ୍ରା ଆର୍ଚ୍ଚର ୩୨ ରନ କରି…

Bijapur Naxal Encounter: ବିଜାପୁର ଏନକାଉଣ୍ଟର: ଆଉ ୬ନକ୍ସଲଙ୍କ ମୃତଦେହ ଉଦ୍ଧାର; ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି…

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର-ଦାନ୍ତେୱାଡା ଜିଲ୍ଲାର ସୀମାନ୍ତରେ ହୋଇଥିବା ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ୧୮ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର ୧୨ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ଏବଂ ଆଜି ଆଉ ୬ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।…

ଏସିଡ୍ ପୀଡିତାଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ତାଦିଗ୍: ୪ ସପ୍ତାହ ମଧ୍ୟରେ ସମସ୍ତ ହାଇକୋର୍ଟଙ୍କୁ ରିପୋର୍ଟ ଦାଖଲ କରିବାକୁ…

ନୂଆଦିଲ୍ଲୀ: ଜଣେ ଏସିଡ୍ ଆକ୍ରମଣ ପୀଡିତାଙ୍କ ଯନ୍ତ୍ରଣା ବୁଝିଲେ ସୁପ୍ରିମକୋର୍ଟ। ଗୁରୁବାର ସୁପ୍ରିମକୋର୍ଟ ଜଣେ ଏସିଡ୍ ଆକ୍ରମଣରେ ଶିକାର ହୋଇଥିବା ପୀଡିତାଙ୍କ ଦୁଃଖଦ ପରିସ୍ଥିତିର ଶୁଣାଣି କରିବା ପରେ ନ୍ୟାୟ ବ୍ୟବସ୍ଥା ପ୍ରତି ଚିନ୍ତା ଏବଂ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ…

ଯେଉଁମାନେ କୋହଲି, ରୋହିତଙ୍କୁ ହଇରାଣ କରୁଛନ୍ତି ସେମାନେ ନିଜେ ହଜିଯିବେ: ଶାସ୍ତ୍ରୀ

ରାଂଚୀ: ଭାରତର ପୂର୍ବତନ କ୍ରିକେଟର ଓ କୋଚ ରବି ଶାସ୍ତ୍ରୀଙ୍କ ଏକ ବୟାନ ହେବେ ଭାଇରାଲ ହେବାରେ ଲାଗିଛି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେଉଁମାନେ ଉଦ୍ଦେଶ୍ୟମୂଳକ ଭାବେ ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ହଇରାଣ କରୁଛନ୍ତି ସେମାନେ ନିଜେ ହଜିଯିବେ । ଧଳାବଲ…

Indigo Filghts Cancelled: ତୃତୀୟ ଦିନରେ ବି ସୁଧୁରିନି ସ୍ଥିତି: ଇଣ୍ଡିଗୋର ୧୫୦ ବିମାନ ଉଡ଼ାଣ ବାତିଲ

ହାଇଦ୍ରାବାଦ: ଭାରତର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଲଗାତାର ତୃତୀୟ ଦିନ ପାଇଁ କର୍ମଚାରୀ ଅଭାବ ସହିତ ସଂଘର୍ଷ କରୁଛି। ଏହା ଦେଶବ୍ୟାପୀ ବିମାନ ସେବାର କାର୍ଯ୍ୟକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଗୁରୁବାର ଦିନ, ଦିଲ୍ଲୀରେ ୩୦ରୁ ଅଧିକ ଇଣ୍ଡିଗୋ ବିମାନ, ମୁମ୍ବାଇରେ ୮୫ ଏବଂ…