ଋଷ ଆଉ ପୂର୍ବ ପରି ଭାରତର ବନ୍ଧୁ ନୁହେଁ… ଚର୍ଚ୍ଚାରେ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକୁ ନେଇ ବିରୋଧ ଦଳଙ୍କର ଭିନ୍ନ ଭିନ୍ନ ମନ୍ତବ୍ୟ ସାମ୍ନାକୁ ଆସୁଛି। ବହୁ ନେତା ବିବାଦୀୟ ବୟାନବାଜୀ ମଧ୍ୟ ଆରମ୍ଭ କଲେଣି। ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଦିଲ୍ଲୀ ଆସୁଛନ୍ତି। ସାରା ବିଶ୍ୱ ତାଙ୍କର ବହୁ ପ୍ରତୀକ୍ଷିତ…