Fake Certificate Case: ଜାଲ ସାର୍ଟିଫିକେଟରୁ ଚାକିରି କରିବା ମାମଲା: ଆଉ ଜଣକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ, ଗିରଫ…
ବଲାଙ୍ଗୀର: ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ମାମଲା। ପୁଣି ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଜଣକ କଳାହାଣ୍ଡି ଜିଲ୍ଲା କୁଣ୍ଡାବନ୍ଧ ଗାଁର ମଳୟ ଭୋଇ। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି।
ନକଲି ଶିକ୍ଷାଗତ ସାର୍ଟିଫିକେଟ କିଣି ଗ୍ରାମୀଣ ଡାକ…