Kanpur Sale: ୧୬ ଟଙ୍କାରେ ଜିନ୍ସ-ଟିସାର୍ଟ! ବଜାରରେ ଜମିଲା ହଜାର ହଜାର ଲୋକଙ୍କ ଭିଡ, ପୋଲିସର ଲାଠିଚାର୍ଜ
କାନପୁର: ମାତ୍ର ୧୬ ଟଙ୍କାରେ ଜିନ୍ସ, ସାର୍ଟ, ଟିସାର୍ଟ ଓ ବ୍ଲେଜର! ପୁଣି ଏହି ଅଫର୍ କେବଳ ୧୬ ମିନିଟ୍ ପାଇଁ। ଏଭଳି ଏକ ଅଜବ ସେଲ୍ର ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରବିବାର ବିଳମ୍ବିତ ରାତିରେ କାନପୁରର ବାଂଶମଣ୍ଡିସ୍ଥିତ ଆଲମ ମାର୍କେଟରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା।…