Latest Odisha News

BREAKING NEWS

୧୨ ଘଣ୍ଟା ମଧ୍ୟରେ ଇଣ୍ଡୋନେସିଆରେ ଦ୍ୱିତୀୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ଶନିବାର ଦିନ ୬.୮ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହା ୧୨ ଘଣ୍ଟା ମଧ୍ୟରେ ଇଣ୍ଡୋନେସିଆରେ ଦ୍ୱିତୀୟ ଶକ୍ତିଶାଳୀ ଭୂମିକମ୍ପ। ତେବେ ଦେଶର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ୭.୭ ତୀବ୍ରତାର ଭୂମିକମ୍ପ ହେବାର କିଛି ଘଣ୍ଟା ପରେ ଏହି…

ଗାଲେ ଟେଷ୍ଟ: ଦେବଦତ୍ତଙ୍କ ପ୍ରଥମ ଶତକ, ଭାରତ ୨୮୮/୨

ଗାଲେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି । ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟର ପ୍ରଥମ ଦିନ ଖରାପ ଆଲୋକ ଯୋଗୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ…

ମହାପ୍ରଭୁଙ୍କ ଦର୍ଶନ ସମୟରେ ଅସୁସ୍ଥ ହେଲେ ଶ୍ରଦ୍ଧାଳୁ; ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ ଜନୈକ ଶ୍ରଦ୍ଧାଳୁ । ଘଟଣାସ୍ଥଳରେ ନିୟୋଜିତ ପୋଲିସ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଶ୍ରୀମନ୍ଦିର ପରିସରରେ ଥିବା…

“ଅନେକ ପ୍ରେମିକ ଏବଂ ପ୍ରେମିକା”; Gen-Z ଉପରେ ବାବା ରାମଦେବଙ୍କ ଏଭଳି ମନ୍ତବ୍ୟ, ଶିକ୍ଷା ବ୍ୟବସ୍ଥା…

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ସ୍ୱାଧୀନତା ଦିବସ ଅବସରରେ ଦେଶର ଯୁବପିଢ଼ି, ରାଜନୀତି ଏବଂ ଶିକ୍ଷା ବ୍ୟବସ୍ଥା ଉପରେ ତାଙ୍କର ମତାମତ ରଖିଛନ୍ତି। ସେ ଯୁବପିଢ଼ିଙ୍କ ସକାରାତ୍ମକ ପ୍ରୟାସକୁ ପ୍ରଶଂସା କରିବା ସହିତ, ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ହିଂସା ଭଳି କାର୍ଯ୍ୟକଳାପ ବିଷୟରେ ମଧ୍ୟ…

ହକି ବିଶ୍ୱକପ ୨୦୨୬: ୱେଲ୍ସକୁ ୩-୧ରେ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ହକି ବିଶ୍ୱକପରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ବେଲଜିୟମ ଓ ନେଦରଲ୍ୟାଣ୍ଡସର ମିଳିତ ଆୟୋଜନରେ ଆରମ୍ଭ ହୋଇଥିବା ପୁରୁଷ ହକି ବିଶ୍ୱକପ ୨୦୨୬ରେ ଭାରତୀୟ ଦଳ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି । ୧୫ ଅଗଷ୍ଟ ସ୍ୱାଧୀନତା ଦିବସର ଐତିହାସିକ ଅବସରରେ…

ସ୍ୱାଧୀନତା ଦିବସରେ ଶତକ ମାରି ଇତିହାସ ରଚିଲେ ପାଡିକଲ

ସ୍ଵାଧୀନତା ଦିବସ (୧୫ ଅଗଷ୍ଟ) ଅବସରରେ ଭାରତୀୟ ବ୍ୟାଟର ଦେବଦତ୍ତ ପଡ଼ିକ୍କଲ ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟରେ ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରି କ୍ରିକେଟ୍ ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ୧୫ ଅଗଷ୍ଟରେ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଶତକ ମାରିବାରେ ସେ ଭାରତର ପ୍ରଥମ…

Odisha to install Doppler radars:ଆଗାମୀ ଦିନରେ କାର୍ଯ୍ୟକ୍ଷମ ହେବ ଆଉ ୩ ଡପଲର୍ ରାଡାର; ପାଣିପାଗର ପୂର୍ବାନୁମାନ…

ଭୁବନେଶ୍ବର:ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପାଣିପାଗ ସୂଚନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ । ଏନେଇ ସରକାର ବଡ଼ ପଦକ୍ଷେପ ନେଉଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ବର୍ତ୍ତମାନ ଦୁଇଟି ଡପଲର୍ ରାଡାର କାର୍ଯ୍ୟ…

ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ, ଥରିଲା ଫ୍ଲୋରେସ ଦ୍ୱୀପ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଭୟଙ୍କର ଭୂକମ୍ପ ହୋଇଛି। ଏହାର ପୂର୍ବରେ ଅବସ୍ଥିତ ଫ୍ଲୋରେସ୍ ଦ୍ୱୀପରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ଥିଲା। ଏହି ଘଟଣାରେ ଅତି କମରେ ୩୮ରୁ ଅଧିକ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଭୂକମ୍ପର…

ହିଣ୍ଡାଲକୋର ବାଫ୍‍ଲିମାଳି ବକ୍ସାଇଟ ଖଣିକୁ ଏଏସ୍‍ଆଇ ମାନ୍ୟତା

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଅଗ୍ରଣୀ ଧାତବ କମ୍ପାନୀ ହିଣ୍ଡାଲକୋ ଇଷ୍ଟ୍ରିଜ ଲିମିଟେଡର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ରାୟଗଡାର ବାଫ୍‍ଲିମାଳି ସ୍ଥିତ ବକ୍ସାଇଟ ଖଣି ନିମନ୍ତେ ଆଲୁମିନିୟମ ଷ୍ଟିୱାର୍ଡସିପ୍‍ ଇନିସିଏଟିଭ୍‍ (ଏଏସ୍‍ଆଇ) ପରଫରମାନ୍ସ…

Maharashtra ATS Action:ATSର କାର୍ଯ୍ୟାନୁଷ୍ଠାନ: ଆତଙ୍କବାଦୀଙ୍କ ଭିଡିଓ ସେୟାର କରିବା ଅଭିଯୋଗରେ ଡ୍ରାଇଭର ଗିରଫ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ଭାଷଣ ଥିବା କଟ୍ଟରପନ୍ଥୀ ଭିଡିଓ ଡାଉନଲୋଡ୍ ଓ ସେୟାର୍ କରିବା ଅଭିଯୋଗରେ ମହାରାଷ୍ଟ୍ର ATS ଥାନେ ଜିଲ୍ଲାର ପଡଘା ଅଞ୍ଚଳରୁ ଜଣେ ୩୫ ବର୍ଷୀୟ ଟ୍ରକ୍ ଡ୍ରାଇଭରଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଏକ ଇନଷ୍ଟାଗ୍ରାମ…