Trump To Meet Xi: ଭାରତର ନିକଟତା ଦେଖି ଆମେରିକା ମନରେ ଛନକା, ଜିନପିଙ୍ଗଙ୍କୁ ଭେଟିବାକୁ ଚାଲିଛି କସରତ….
ନୂଆଦିଲ୍ଲୀ: ଚୀନ୍ରେ SCO ଶିଖର ସମ୍ମିଳନୀରେ ଭାରତ-ରୁଷ ଏବଂ ଚୀନ୍ର ଶୀର୍ଷ ନେତାଙ୍କ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ ପରିବର୍ତ୍ତନ ହେବା ଦେଖାଯାଉଛି। ଦିନେ ଧମକ ଦେଉଥିବା ସ୍ୱର ଏବେ ଚିନ୍ତା କରିବାର କିଛି ନାହିଁ ବୋଲି କହୁଛି। ଏହି ସମୟରେ, କୁହାଯାଉଛି ଯେ…