Latest Odisha News

BREAKING NEWS

ଏସିଆ କପ ଶ୍ରେଷ୍ଠ ଏକାଦଶରେ ଭାରତରୁ ୬ଜଣ

ଦୁବାଇ: ଏସିଆ କପ ୨୦୨୫ର ଟାଇଟଲ ଭାରତ ହାସଲ କରିଛି । ଭାରତୀୟ କ୍ରିକେଟ ଟିମ ପାକିସ୍ତାନକୁ ହରାଇ ୯ମ ଥର ପାଇଁ ଚାମ୍ପିୟନ ହୋଇଛି । ଇତି ମଧ୍ୟରେ ଏସିଆ କପରେ ପ୍ରଦର୍ଶନକୁ ନେଇ ଶ୍ରେଷ୍ଠ ଏକାଦଶ ବଛାଯାଇଛି । ବ୍ୟକ୍ତିଗତ ଭାବେ ଭଲ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ…

ହୀରାକୁଦରେ ଖୋଲିଲା ଆଉ ୨ଟି ଗେଟ୍, ୮ଟି ଫାଟକ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ଉପର ମୁଣ୍ଡରେ ଜାରି ରହିଛି ବର୍ଷା । ଏନେଇ ଗତ ୨୭ ତାରିଖରେ ବନ୍ଦ ହୋଇଥିବା ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍ ରୁ ପୁଣି ଆଉ ଦୁଇଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ଖୋଲାଯାଇଥିବା ୬ଟି ଗେଟକୁ ମିଶାଇ ବର୍ତ୍ତମାନ ମୋଟ ୮ଟି ଫାଟକ ଦେଇ ଜଳ ନିଷ୍କାସନ ଜାରି ରହିଛି । ଆସନ୍ତା ୧ ତାରିଖରେ…

India to Bhutan By Train: ପ୍ରଥମ ଥର ପାଇଁ ଭାରତ ଏବଂ ଭୁଟାନ ମଧ୍ୟରେ ଚାଲିବ ଟ୍ରେନ୍: ୨ରାଜ୍ୟକୁ ପଡ଼ୋଶୀ ଦେଶ…

ନୂଆଦିଲ୍ଲୀ:ସୀମାପାର ରେଳ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଭାରତ ଏବଂ ଭୁଟାନ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୋମବାର ଦିନ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଭାରତ ଏବଂ ଭୁଟାନ ମଧ୍ୟରେ ପ୍ରଥମ ଥର ପାଇଁ ଏପରି…

ଏସିଆ କପ ପରେ ଏବେ ଟିମ ଇଣ୍ଡିଆର ନଜର ଏହି ସିରିଜ ଉପରେ

ନୂଆଦିଲ୍ଲୀ: ଏସିଆ କପ ଫାଇନାଲରେ ପାକିସ୍ତାନ ହରାଇ ଭାରତ ଚାମ୍ପିୟନ ହୋଇଛି । ଏହା ପରେ ଟିମ ଇଣ୍ଡିଆ ତାର ପରବର୍ତୀ ଆନ୍ତର୍ଜାତୀୟ ମୁକାବିଲା ଉପରେ ନଜର ପକାଇବା ଆରମ୍ଭ କରିଛି । ଅକ୍ଟୋବର ୨ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ ଇଣ୍ଡିଆ ଘରୋଇ ପରିବେଶରେ ଟେଷ୍ଟ ସିରିଜ ଖେଳିବ । ଇଂଲଣ୍ଡ ବିପକ୍ଷ…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ କ୍ରିସ ୱକସ

ଲଣ୍ଡନ: ଇଂଲଣ୍ଡର ସିନିୟର ଅଲରାଉଣ୍ଡର କ୍ରିସ ୱକସ ସୋମବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୩୬ ବର୍ଷୀୟ ୱକସ ଭରତ ବିପକ୍ଷ ସିରିଜ ଅବସରରେ ଆଘାତପ୍ରାପ୍ତ ହୋଇଥିଲେ । ୫ମ ଟେଷ୍ଟରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ କାନ୍ଧରେ ଗୁରୁତର ଆଘାତ ଲାଗିଥିଲା । ସେ ଫିଟ ହୋଇ ଫେରିବା…

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଘଟଣା; ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଘଟଣା । ବିଜେପି ନେତା ପ୍ରିଣ୍ଟୁ ମହାଦେବନଙ୍କ ବିରୋଧରେ ରୁଜୁ ହେଲା ମାମଲା । କେରଳର ଏକ ଟିଭି ଚ୍ୟାନେଲରେ ଏକ ବିତର୍କ ସମୟରେ ମହାଦେବନ ରାହୁଲ ଗାନ୍ଧୀଙ୍କୁ ଧମକ ଦେଇଥିଲେ । କେରଳ ପ୍ରଦେଶ…

ନିର୍ଦ୍ଦେଶନାରେ ଏଣ୍ଟ୍ରି କରିବେ ରଣବୀର କପୁର…

ନୂଆଦିଲ୍ଲୀ: ରଣବୀର କପୁର ବଲିଉଡର ଲୋକପ୍ରିୟ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ। ସେ ପ୍ରତ୍ୟେକ ସିନେମାରେ ତାଙ୍କର ଶକ୍ତିଶାଳୀ ଅଭିନୟ ସହିତ ଦର୍ଶକଙ୍କ ହୃଦୟ ଜିତିଥାନ୍ତି। ଆଉ ଏବେ ରଣବୀର କପୁର ନିର୍ଦ୍ଦେଶନାରେ ହାତ ଦେବାକୁ ଯାଉଛନ୍ତି। ସେ କହିିଛନ୍ତି ଯେ ସେ ତାଙ୍କର ନିର୍ଦ୍ଦେଶନା ଡେବ୍ୟୁ…

କରୁର ଦଳାଚକଟା; ଜାଣିଶୁଣି ବିଳମ୍ବରେ ପହଞ୍ଚିଥିଲେ କି ବିଜୟ…

କରୁର: ତାମିଲନାଡୁର କରୁରରେ ଅଭିନେତାରୁ ରାଜନେତା ପାଲଟିଥିବା ଟିଭିକେ (ତାମିଲାଗା ଭେଟ୍ରି କାଝାଗମ) ମୁଖ୍ୟ ବିଜୟଙ୍କ ଦ୍ୱାରା ଆୟୋଜିତ ଏକ ରାଲିରେ ଶନିବାର ଦିନ ଦଳାଚକଟା ଘଟି ୪୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଦାୟର ହୋଇଥିବା ଏଫଆଇଆରରେ ବିଜୟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ…

ୱାଇଆରଏଫର ଆଗାମୀ ଫିଲ୍ମରେ ଆହନ ପାଣ୍ଡେ

ମୁମ୍ବାଇ: ସୈୟାରା ଫିଲ୍ମ ମାଧ୍ୟମରେ ଆହନ ପାଣ୍ଡେ ବଲିଉଡର ନୂଆ ଚେହେରା ଭାବେ ପ୍ରତିଷ୍ଠିତ କରିପାରିଛନ୍ତି । ମୋହିତ ସୁରୀଙ୍କ ଫିଲ୍ମ ୫୦୦ରୁ ଅଧିକ କୋଟି ଆୟ କରିବା ପରେ ଏବେ ଆହନ ଆଉ ଏକ ବଡ ଫିଲ୍ମ କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସଲମାନ ଖାଁଙ୍କ ପ୍ରିୟ…

ପ୍ରଭାସଙ୍କ ‘ଦ ରାଜା ସାବ’ର ଟ୍ରେଲର ରିଲିଜ୍, ହରର ସହିତ ରହିଛି ରୋମାନ୍ସ ଏବଂ ଆକ୍ସନର ତଡକା

ହାଇଦ୍ରାବାଦ: "କଳକି ୨୮୯୮ ଏଡି" ପରେ, ପ୍ରଭାସ "ଦି ରାଜା ସାବ" ସହିତ ଧମାକାଦାର କମବ୍ୟାକ କରିବାକୁ ଯାଉଛନ୍ତି । ପ୍ରଶଂସକମାନେ ତାଙ୍କ ଆଗାମୀ ଫିଲ୍ମ ପାଇଁ ବହୁତ ଆଶା ରଖିଛନ୍ତି । ତଥାପି, ସେମାନଙ୍କର ଅପେକ୍ଷା ଏବେ ଶେଷ ହୋଇଛି, କାରଣ ଏହାର ଅଫିସିଆଲ୍ ଟ୍ରେଲର ରିଲିଜ୍ ହୋଇଛି । ଫିଲ୍ମରେ…