Shree Jagannatha Temple: ପୁଣି ଭାଇରାଲ୍ ହେଲା ଶ୍ରୀଜଗନ୍ନାଥ ମନ୍ଦିର ପରିସର ଫଟୋ
ପୁରୀ:କଟକଣାକୁ କରାଯାଉଛି ବେଖାତିର । କଡା ଚେକିଂ ସତ୍ତ୍ବେ ଶ୍ରୀଜଗନ୍ନାଥ ମନ୍ଦିର ପରିସର ଫଟୋ ଉଠିଛି ଓ ଶ୍ରୀମନ୍ଦିର ଭିତର ଫଟୋ ପୁଣି ଭାଇରାଲ ହୋଇଛି । ଶ୍ରୀମନ୍ଦିର ଭିତରରେ ଯୁବକ ଜଣକ ନିଜର ଫଟୋ ଉଠେଇଛନ୍ତି ଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ମହାରାଷ୍ଟ୍ର ବୈଭବ ଦୂର ପାଟିଲ…