Latest Odisha News

BREAKING NEWS

ରିସର୍ଚରୁ ଖୁଲାସା; ହେୟାର ଷ୍ଟାଇଲିଂ କରିବା ସମୟରେ ଆପଣଙ୍କ ଆଖପାଖରେ ସୃଷ୍ଟି ହେଉଛି ଭୟଙ୍କର ପ୍ରଦୂଷଣ..

ନୂଆଦିଲ୍ଲୀ: ସକାଳେ ଅଫିସ୍ ପାଇଁ ପ୍ରସ୍ତୁତ ହେବା ପାଇଁ ହେଉ, ସେ ବିବାହ କିମ୍ବା ପାର୍ଟି ଭଳି କୌଣସି ବିଶେଷ ଅବସର ପାଇଁ ପ୍ରସ୍ତୁତ ହେବା ପାଇଁ ଆପଣ ଆପଣଙ୍କର କେଶ ସଜ୍ଜା ଉପରେ ବିଶେଷ ଧ୍ୟାନ ଦିଅନ୍ତି । ଅନେକ ଲୋକ କେଶ ସଜ୍ଜା ପାଇଁ ସେମାନଙ୍କର କେଶକୁ ଶୁଖାଇବା, ସିଧା କରିବା କିମ୍ବା କର୍ଲ…

China Stealth Drone Loyal Wingman: ବିଶ୍ୱକୁ B-2 ବୋମାବର୍ଷୀ ଭଳି ବିପଦପୂର୍ଣ୍ଣ ଗୁପ୍ତ ଡ୍ରୋନ୍ ଦେଖାଇଲା ଚୀନ,…

ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନୀ ଆକ୍ରମଣ ବିରୁଦ୍ଧରେ ବିଜୟର ୮୦ ତମ ବାର୍ଷିକୀରେ ଆୟୋଜିତ ଏକ ମହାନ ସାମରିକ ପରେଡ୍ ମାଧ୍ୟମରେ ବୁଧବାର ଚୀନ୍ ତାର ଆଧୁନିକ ସାମରିକ ଶକ୍ତି ପ୍ରଦର୍ଶନ କରିଛି।  ଚୀନ୍ ତାର ବିଜୟ ପରେଡରେ ଆମେରିକା ସମେତ ବିଶ୍ୱର ସମସ୍ତ ଦେଶକୁ ତାର ଶକ୍ତି…

Zomato Hikes Platform Fees: ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା; ଜୋମାଟୋ ପ୍ଲାଟଫର୍ମ ଫି ୨୦% ବୃଦ୍ଧି

ନୂଆଦିଲ୍ଲୀ: ଅନଲାଇନରେ ଖାଦ୍ୟ ଅର୍ଡର କରୁଥିବା ଲୋକଙ୍କୁ ଏବେ ପୂର୍ବ ଅପେକ୍ଷା ଅଧିକ ଦେୟ ଦେବାକୁ ପଡିବ। ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ (Zomato)ଏହାର ସେବା ପାଇଁ ପ୍ଲାଟଫର୍ମ ଫି ୨୦ପ୍ରତିଶତ ବୃଦ୍ଧି କରିଛି। ଜୋମାଟୋ ଏବେ ପ୍ରତ୍ୟେକ ଅର୍ଡର ପାଇଁ ୧୨ ଟଙ୍କା ପ୍ଲାଟଫର୍ମ…

China Victory Parade: ଦମ୍ ଦେଖାଇଲେ ରୁଷ-କିମ୍ ଏବଂ ଜିନପିଙ୍ଗ୍, ଟ୍ରମ୍ପ କହିଲେ ଏମାନେ ଆମେରିକା ବିରୋଧୀ!

ନୂଆଦିଲ୍ଲୀ: ଆମେରିକାକୁ ଚେକ୍ ଦେବାକୁ ଏକାଠି ହେଲେ କି ଚୀନ୍, ରୁଷ ଏବଂ ଉତ୍ତର କୋରିଆ? ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଟାରିଫ ଲଗାଇବା ପରେ ଏବେ ବିଭିନ୍ନ ଦେଶ ସହ ଆମେରିକାର ସଂପର୍କରେ ଫାଟ ସୃଷ୍ଟି ହୋଇଛି। ଆଉ ଏହାରି ଭିତରେ ବେଜିଂରେ ତିନି ଦେଶ ଏକାଠି ହୋଇ ଏକାଠି…

Bird Flu: ପୁଣି ବ୍ୟାପିଲାଣି କି ବାର୍ଡ ଫ୍ଲୁ! ମଲେଣି ୩୦୦ରୁ ଅଧିକ କୁକୁଡ଼ା

ଜଗତସିଂହପୁର: ପୁଣି ବ୍ୟାପିଲାଣି କି ବାର୍ଡ ଫ୍ଲୁ ! ଜଗତସିଂହପୁର ଜିଲ୍ଲା ମଖି ଅଞ୍ଚଳରେ ଦେଖିବାକୁ ମିଳିଛି କୁକୁଡ଼ା ମଡ଼କ। ଏକ ଫାର୍ମରେ ଗତକାଲି ରାତିରେ ୩୦୦ରୁ ଅଧିକ କୁକୁଡ଼ା ମରିଯାଇଛନ୍ତି। କେଉଁ କାରଣ ପାଇଁ କୁକୁଡ଼ା ମଡ଼କ ଘଟିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ। କିନ୍ତୁ ଏହାକୁ ବାର୍ଡ…

ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସୁଥିବା ଲୋକଙ୍କୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା…

ନୂଆଦିଲ୍ଲୀ: ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଧାର୍ମିକ ନିର୍ଯାତନା ଯୋଗୁଁ ଭାରତ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କ ପାଇଁ ଭାରତ ସରକାର ଏକ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ ୩୧ ଡିସେମ୍ବର ୨୦୨୪…

ଆଇଆଇସିଙ୍କ ସ୍ବାମୀଙ୍କ ଦବଙ୍ଗଗିରି; ଥାନା ଘେରାଉ କରି ସାଧାରଣ ଲୋକଙ୍କ ପ୍ରତିବାଦ

ବଲାଙ୍ଗୀର: କଣ୍ଟାବାଞ୍ଜି IIC ରଶ୍ମିତା ବେହେରାଙ୍କ ସ୍ୱାମୀଙ୍କ ଦାଦାଗିରି । ମାତାଲ୍ ଅବସ୍ଥାରେ ଲୋକଙ୍କୁ ମାଡ଼ ମାରିଲେ IICଙ୍କ ସ୍ୱାମୀ ଅରବିନ୍ଦ ମହାପାତ୍ର । ରାତିଅଧରେ ଥାନା ଘେରାଉ କରି ସାଧାରଣ ଲୋକଙ୍କ ପ୍ରତିବାଦ । ତେବେ ମାମଲା ଅଧିକ ତେଜିବାରୁ କ୍ଷମା ମାଗିଛନ୍ତି ଥାନା ଅଧିକାରୀଙ୍କ…

Diarrhea: ପୁଣି ଡରାଇଲାଣି ଡାଇରିଆ: ୬ରୁ ୭ ଜଣ ଆକ୍ରାନ୍ତ, ଜଣେ ମହିଳା ମୃତ

ଯାଜପୁର: ୩ ମାସ ପରେ ପୁଣି ଯାଜପୁରରେ ଡାଇରିଆ ଆତଙ୍କ। ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ୬ରୁ ୭ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ବଡଚଣା ବ୍ଲକ ସାଉଡିଆ ପଂଚାୟତ ତାଳୁଆ ଦଳିତ ସାହିରେ ଝାଡାବାନ୍ତିରେ ଜଣେ ମହିଳାଙ୍କର କଟକ ମେଡିକାଲରେ ଚିକିତ୍ସାଧିନ…

Virat Kohli: ଚିନ୍ନାସ୍ବାମୀ ଦଳାଚକଟା: ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ବିରାଟ କୋହଲି, କହିଲେ….

ବେଙ୍ଗାଲୁରୁ: ଜୁନ ୪ରେ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣା ଘଟିଥିଲା । ଯେଉଁଥିରେ ୧୧ ଜୀବନ ଯାଇଥିବା ବେଳେ ୫୬ ଜଣ ଗୁରୁତର ଆହତ ହୋଇଥିଲେ । IPL 2025ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟ ପରେ ଏହି ଦୁର୍ଘଟଣା ଘଟିଥିଲା। ଆୟୋଜକମାନେ ଇଭେଣ୍ଟକୁ ଠିକ୍…

Odisha Flood: ରାଜ୍ୟରେ ବର୍ଷା ସ୍ଥିତି ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା, କୌଣସି ନଦୀରେ ବନ୍ୟା ନାହିଁ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ସ୍ଥିତି ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା। ଲଗାଣ ବର୍ଷା ଲାଗି ରହିଛି, ହେଲେ କୌଣସି ନଦୀରେ ବନ୍ୟା ନାହିଁ। ଯେଉଁ ଅଧିକ ବର୍ଷା ଆକଳନ ହୋଇଥିଲା ସେପରି ହେଲାନି। ଆଖୁଆପଦାରେ ବୈତରଣୀ ସତର୍କ ସଂକେତ ଉପରେ ଅଛି। ହେଲେ ଜଳସ୍ତର ବିପଦ…