ବିଶ୍ୱର ଏକ ନମ୍ବର ଖେଳାଳି ହୋଇ ଇତିହାସ ରଚିଲେ ଭାରତର ଜୁଡାକୋ ହିମାଂଶୀ
ନୂଆଦିଲ୍ଲୀ: ଭାରତର ମହିଳା ଜୁଡୋ ଖେଳାଳି ହିମାଂଶୀ ଟୋକସ ଇତିହାସ ରଚିଛନ୍ତି । ସେ ଜୁଡୋ ର୍ୟାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ଖେଳାଳି ହୋଇ ଭାରତର ମାନ ବଢ଼ାଇଛନ୍ତି । ୨୦ ବର୍ଷୀୟା ହିମାଂଶୀ ତାଙ୍କ ସଫଳତାର ସମସ୍ତ ଶ୍ରେୟ ଜେଜେ ମାଆଙ୍କୁ ଦେଇଛନ୍ତି । ଅନେକ ଥର ଜୁଡୋ ଛାଡିବା ପାଇଁ ସେ ଚିନ୍ତା…