ଚର୍ଚ୍ଚାରେ ଲକ୍ଷ୍ନୌର ସ୍ୱସ୍ତିକ ଆକୃତିର ଲୋଟସ ବଗିଚା
ଲକ୍ଷ୍ନୌ: ନୂଆ ନୂଆ ଡିଜାଇନର ଘର, ଅଫିସ ପରେ ଏବେ ଲକ୍ଷ୍ନୌରେ ଏକ ପାର୍କ ତିଆରି କରାଯାଇଛି ଯାହା ଚର୍ଚ୍ଚାର କାରଣ ସାଜିଛି । ଏଠାରେ ନ୍ୟାଶନାଲ ବଟାନୀକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ମଧ୍ୟରେ ଏହି ପାର୍କ ନିର୍ମାଣ କରାଯାଇଛି । ପାର୍କକୁ ସମ୍ପୂର୍ଣ୍ଣ ଭାବେ ସ୍ୱସ୍ତିକ ଆକାରରେ ତିଆରି କରାଯାଇଛି…