Nuapada bypoll results: ଉପନିର୍ବାଚନରେ ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କଲେ ଘାସିରାମ; କହିଦେଲେ ବଡ କଥା…
ନୂଆପଡା: ନୂଆପଡ଼ା ଉପନିର୍ବାଚନରେ ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ରାଉଣ୍ଡ ଫଳାଫଳ ଅନୁଯାୟୀ ତୃତୀୟ ସ୍ଥାନରେ ଘାସିରାମ ୨୨,୬୧୮ ଭୋଟ୍ ରେ ରହିଛନ୍ତି । ଏପରି ଫଳାଫଳ…