Latest Odisha News

BREAKING NEWS

ଲାଞ୍ଚ ନେଇ ଫସିଲେ ଡାଟା ଏଣ୍ଟ୍ରି ଅପରେଟର

ଭୁବନେଶ୍ବର: ବାଲେଶ୍ୱର ସିମୁଳିଆ ବ୍ଲକର ଜନ କଲ୍ୟାଣ ବିଭାଗର ଅଫିସ ଆସିଷ୍ଟାଣ୍ଟ-କମ-ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱରଞ୍ଜନ ପ୍ରଧାନଙ୍କୁ ଲାଞ୍ଚ ନେବା ବେଳେ ସୋମବାର ଦିନ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଇଣ୍ଟରକାଷ୍ଟ ବିବାହ ପାଇଁ ୨.୫ ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ କରୁଥିବା…

୨୪ ବର୍ଷରେ ମୋଦି ଗୋଟିଏ ବି ଛୁଟି ନେଇନାହାଁନ୍ତି: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭାରତର ବୈଦେଶିକ ନୀତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ବୈଦେଶିକ ନୀତିକୁ ଏକ ମେରୁଦଣ୍ଡ ଯୋଗାଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ଯେ,…

ତେଲୁଗୁ ଫିଲ୍ମ ‘ବିଉଟି’ରେ ଦମଦାର ଅଭିନୟ କରି ପ୍ରଶଂସା ସାଉଁଟୁଛନ୍ତି ଓଡ଼ିଆ ଝିଅ ନିଳାକ୍ଷୀ

ଭୁବନେଶ୍ୱର: ତେଲୁଗୁ ଫିଲ୍ମରେ ଧମାକା ମଚଉଛନ୍ତି ଓଡିଆ ଝିଅ । ଜେଏସଏସ୍‌ ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ‘ବିଉଟି’ରେ ଫ୍ୟାନ୍ସମାନଙ୍କ ମନ ଜିତୁଛନ୍ତି ନିଳାକ୍ଷୀ ପାତ୍ର । ସେପ୍ଟେମ୍ବର ୧୯ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ସେ ନିଜ ଅଭିନୟର ଜାଦୁରେ ଫ୍ୟାନ୍ସମାନଙ୍କ ମନ ଜିତୁଛନ୍ତି । ଫିଲ୍ମ…

୧୦ ଦେଶର ରାଷ୍ଟ୍ରଦୂତ କିଟ ଓ କିସ ପରିଦର୍ଶନ ସହ ଏସଡିଜି ବୈଠକରେ ସାମିଲ

ଭୁବନେଶ୍ୱର: ଲାଟିନ ଆମେରିକା ଏବଂ କାରିବିଆନ୍ ଦେଶଗୁଡିକର ପ୍ରତିନିଧିତ୍ୱ କରୁଥିବା ୧୦ ଜଣ ରାଷ୍ଟ୍ରଦୂତ କିଟ୍ ଏବଂ କିସ ପରିଦର୍ଶନ କରିବା ସହ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଗୋଲ ଟେବଲ ବୈଠକରେ ଯୋଗଦେଇଥିଲେ। ପେରୁ, ଆର୍ଜେଣ୍ଟିନା, ଉରୁଗୁଏ, ପାରାଗୁଏ, ସୁରିନାମ, ଚିଲି,…

୩.୪୬ କୋଟି ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ଏତିକିଙ୍କୁ ମିଳିଛି ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ…

ଭୁବନେଶ୍ୱର: ୧.୪୭ କୋଟି ହିତାଧୀକାରୀଙ୍କୁ ମିଳିଛି ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ଦ୍ୱାରା ଉଠାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସୋମବାର ରାଜ୍ୟ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।…

ଅକ୍ଷୟ ଏବଂ ଅରଶଦଙ୍କ ଧମାକାଦାର କମବ୍ୟାକ; ୩ ଦିନରେ ‘ଜଲି ଏଲଏଲବି-୩’ର କଲେକ୍ସନ ହେଉଛି…

ମୁମ୍ବାଇ: ଅକ୍ଷୟ କୁମାର ଏବଂ ଅରଶଦ ୱାରସୀଙ୍କ କୋର୍ଟରୁମ୍ ଡ୍ରାମା "ଜଲି ଏଲଏଲବି-୩" ସବୁଠି ଚହଳ ସୃଷ୍ଟି କରୁଛି । ଫିଲ୍ମର ପ୍ରଥମ ଓ୍ବିକେଣ୍ଡର କଲେକ୍ସନ ପ୍ରକାଶ ପାଇଛି। ଫିଲ୍ମଟି ବକ୍ସ ଅଫିସରେ ନିଜର ଦବଦବା ବଢାଇ ଚାଲିଛି ଏବଂ ସଦ୍ୟତମ ସଂଖ୍ୟା ମଧ୍ୟ ପ୍ରକାଶ ପାଇଛି । ରିଲିଜ୍ ହେବା…

୩ ବର୍ଷରେ ୨୩,୧୩୦ ନବଜାତ ଶିଶୁଙ୍କ ମୃତ୍ୟୁ, ପ୍ରାଣ ହରାଇଛନ୍ତି ଏତିକି ପ୍ରସୂତୀ…

ଭୁବନେଶ୍ୱର: ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୧୯ ଲକ୍ଷ ୩୪ ହଜାର ୪୧୨ ଜଣ ମହିଳା ଗର୍ଭବତୀ ହୋଇଥିବାବେଳେ, ଏଥିରୁ ୨ ହଜାରରୁ ଅଧିକ ପ୍ରସୂତୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୧୭ ଲକ୍ଷ ୬୦ ହଜାର ୫୭୭ ମହିଳା ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ପ୍ରସବ କରିଥିବା ବେଳେ, ବାକି ୧୪ ହଜାର ୪୨୪ ଜଣ ଘରେ…

ଭୁବନେଶ୍ୱରରେ ଟ୍ୟାକ୍ସି ଡ୍ରାଇଭର ମୃତ୍ୟୁ ଘଟଣା; ୪ ଗିରଫ

ଭୁବନେଶ୍ୱର: ସେପ୍ଟେମ୍ବର ୨୦ରେ ଭୁବନେଶ୍ୱର ଉପକଣ୍ଠରେ ଥିବା ଦାରୁଠେଙ୍ଗା ନିକଟବର୍ତ୍ତୀ ଚନ୍ଦକା-ବାରଙ୍ଗ ରୋଡରେ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ମୃତ୍ୟୁ ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ତେବେ ସମସ୍ତ ଚାରି ଜଣ ଅଭିଯୁକ୍ତ ଗଜପତି ଜିଲ୍ଲାର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି।…

ରାଜ୍ୟରେ ୧୪ ମାସରେ ବଢିଛି ନାରୀ ନିର୍ଯାତନା; ‘ସାରା ଦେଶରେ ଓଡ଼ିଶାର ମୁଣ୍ଡ ତଳକୁ ହୋଇଯାଇଛି’

ଭୁବନେଶ୍ବର: ସୋମବାର ବିଧନସଭାରେ ବିଧାୟକ ଅରୁଣ ସାହୁ ଅଭିଯୋଗ ଆଣି କହିଛନ୍ତି ଯେ, ଗତ ୧୪ ମାସରେ ୩୭ ହଜାରରୁ ଅଧିକ ମହିଳା ବିରୋଧୀ ହିଂସା ମାମଲା ପଞ୍ଜିକୃତ ହୋଇଛି । ମହିଳାମାନେ ଏବେ ଘରୁ ବାହାରକୁ ଗୋଡ଼ କାଢିପାରୁ ନାହାଁନ୍ତି, ଘର ବାହାରେ ସେମାନେ ନିଜକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି…

ସୋମାଲିଆ ଯାଉଥିବା ଜାହାଜରେ ଅଗ୍ନିକାଣ୍ଡ, ଜଳିଗଲା ଚିନି ଓ ଚାଉଳ

ପୋରବନ୍ଦର: ଗୁଜୁରାଟର ପୋରବନ୍ଦରରେ ଏକ ଜାହାଜରେ ନିଆଁ ଲାଗିଯାଇଛି। ପୋରବନ୍ଦର ସୁଭାଷନଗର ଜେଟିରେ ଏହି ଘଟଣା ଘଟିଛି। ଜାମନଗର ସ୍ଥିତ HRM & Sons ମାଲିକାନାରେ ଥିବା ଏହି ଜାହାଜଟି ଚାଉଳ ଏବଂ ଚିନି ନେଇଯାଉଥିଲା। କୌଣସି କାରଣ ଯୋଗୁ ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା। ଖବର ପାଇ…