Latest Odisha News

BREAKING NEWS

Bangladeshi Hilsa: ଦୁର୍ଗା ପୂଜା ପାଇଁ ଭାରତକୁ ଆସିବ ଇଲିସି, ୧୨୦୦ ଟନ୍‌ ମାଛ ରପ୍ତାନି କଲା ବାଂଲାଦେଶ

କୋଲକାତା: ଆଉ କେଇଟା ଦିନ ପରେ ଧରାବତରଣ କରିବେ ମାଆ ଦୁର୍ଗା। ଚାରିଆଡେ ଉତ୍ସବମୁଖର। ତେବେ ଶାରଦୀୟ ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧିଲାଭ କରିଥିବା ପଶ୍ଚିମବଙ୍ଗରେ ମା'ଙ୍କ ପୂଜାରେ ଲୋକେ ଭିନ୍ନ ପ୍ରକାର ପାଳନ କରନ୍ତି। କାରଣ ଏଠାରେ ଦୁର୍ଗା ପୂଜା ସମୟରେ ଇଲିସି ମାଛର ଚାହିଦା ଅତ୍ୟନ୍ତ ବୃଦ୍ଧି…

Vice President Election 2025: ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ,…

ନୂଆଦିଲ୍ଲୀ: ଭାରତର ୧୭ ତମ ଉପରାଷ୍ଟ୍ରପତି ପାଇଁ ଏବେ ମତଦାନ ଆରମ୍ଭ ହୋଇଛି । ଦେଶର ୧୭ତମ ଉପରାଷ୍ଟ୍ରପତି ଚୟନ ପାଇଁ ଆଜି ସଂସଦ ଭବନରେ ଭୋଟ୍ ଗ୍ରହଣ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଭୋଟ୍ ଦେଇ ଭୋଟ ଗ୍ରହଣ ଆରମ୍ଭ କରିଛନ୍ତି ।  ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଆଜି ବନ୍ୟା…

Chinese Ambassador Xu Feihong: ‘ଏକାଠି ଲଢିବେ ଭାରତ-ଚୀନ୍‌’, ଆମେରିକାକୁ ବଡ ବାର୍ତ୍ତା ଦେଲେ ଚୀନ୍…

ନୂଆଦିଲ୍ଲୀ: ଆମେରିକାର ଶୁଳ୍କ ଉତ୍ତେଜନା ଭିତରେ ଏବେ ନିକଟତର ହୋଇଛନ୍ତି ଚୀନ ଏବଂ ଭାରତ । ଚୀନ୍ ରାଷ୍ଟ୍ରଦୂତ ଜୁ ଫିହୋଙ୍ଗ ସିଧା ଆମେରିକାକୁ ବଡ ବାର୍ତ୍ତା ଦେଇଛନ୍ତି । କହିଛନ୍ତି ଯେ ଭାରତ ଏବଂ ଚୀନ୍‌ ମିଳିତ ଭାବରେ ଆମେରିକାର ଟ୍ରମ୍ପ୍ ସରକାର ଦ୍ୱାରା ଲାଗୁ କରାଯାଇଥିବା ୫୦ ପ୍ରତିଶତ…

Utkal University: ବାଣୀବିହାର ବନ୍ଦ ଡ଼ାକରା: ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବା ନେଇ ଚାପା ଉତ୍ତେଜନା

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ। ବାଣୀବିହାରରୁ ବସ୍ତି ହଟାଇବା ବେଳେ ଭଡ଼ାରେ ଲାଗିଥିବା ସରକାରର କ୍ବାଟର୍ସଗୁଡ଼ିକୁ ମୁକ୍ତ କରିବା…

Israel’s Full-Scale Attack: ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ତୁରନ୍ତ ଗାଜା ଛାଡିବାକୁ ଲୋକଙ୍କୁ…

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । ତୁରନ୍ତ ଗାଜା ଛାଡିବାକୁ ସାଧାରଣଲୋକଙ୍କୁ ନିର୍ଦ୍ଦେଶ ଦେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଗାଜାରେ ବଡ଼ ସୈନ୍ୟ ଅପରେସନ ଆରମ୍ଭ ହେବ। ଗାଜା ସିଟି ଓ ଶରଣାର୍ଥୀ ଶିବିର ଗୁଡିକୁ ଲକ୍ଷ୍ୟ କରାଯିବ। ତେଣୁ ତୁରନ୍ତ ଗାଜା…

Puri Srimandir: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିବାରୁ ମହାସ୍ନାନ ହେବ। ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ ହେଉଛି। ବଡ଼ ମହାସ୍ନାନ ଯୋଗୁଁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି। ପାଖାପାଖି ଘଣ୍ଟାଏ ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। । ଶ୍ରଦ୍ଧାଳୁମାନେ…

Vice Presidential election: ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ବିରତ ନେଇ ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ଭାରତର ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ। ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟଗ୍ରହଣ। ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି କରାଯାଇ ଫଳ ଘୋଷଣା କରାଯିବ। ହେଲେ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଏବେ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। କାରଣ…

ସୋସିଆଲ୍ ମିଡିଆ ଉପରୁ ବ୍ୟାନ ହଟାଇଲେ ନେପାଳ ସରକାର

କାଠମାଣ୍ଡୁ: ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର। ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ପରେ ନିଷ୍ପତ୍ତି ନେଲେ ସରକାର। ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବେ ନାହିଁ ବୋଲି ସୂଚନା ମିଳିଛି। ସୋସିଆଲ୍ ମିଡିଆ ବ୍ୟାନ୍‌ ବିରୋଧରେ କାଠମାଣ୍ଡୁରେ…

Weather Update: ପୁଣି ଆସୁଛି ଆଉ ଏକ ଲଘୁଚାପ, ୧୩ ଯାଏ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ଵର : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଏହାରି ଭିତରେ ପୁଣି ଆସୁଛି ଆଉ ଏକ ଲଘୁଚାପ । ଫଳରେ ୧୦ରୁ ବଢିବ ବର୍ଷାର ପରିମାଣ। ୧୩ ଓ ୧୪ ତାରିଖ ବେଳକୁ କେନ୍ଦ୍ରୀୟ ତଥା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ଅଧିକ ପ୍ରଭାବ ଦକ୍ଷିଣ…

ସ୍ଵର୍ଗତ ବିଭୂତି ଭୂଷଣଙ୍କ ସ୍ମୃତିରେ’ବିଭୂତି ବିଭବ’କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ଵର: ସ୍ଵର୍ଗତ ବିଭୂତି ଭୂଷଣ ପ୍ରଧାନଙ୍କ ରଚନାରେ ଗ୍ରାମୀଣ ଜୀବନର ନିଚ୍ଛକତା ସହ ମନର ତୁଚ୍ଛତା ମଧ୍ୟ ଅତି ଯୋଗ୍ୟ ଭାବରେ ବର୍ଣ୍ଣିତ ହୋଇଥାଏ। ତାଙ୍କର ରଚନାର ପ୍ରତ୍ୟେକ ବାକ୍ୟ ଉଭୟ ହସେଇ, କନ୍ଦେଇ ଓ ଭିଜେଇ ଦେଇପାରେ। ସେ ହେଉଛନ୍ତି ଆମେ ଛାଡ଼ି ଆସିଥିବା ସ୍ମୃତିର ଚିତ୍ରକର। କୁହାଯାଏ…