Latest Odisha News

BREAKING NEWS

Abhijit Majumdar: ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ, କହିଲେ ଆବଶ୍ୟକ ପଡ଼ିଲେ…

ଭୁବନେଶ୍ବର: ଭୁବନେଶ୍ୱର ଏମ୍ସରେ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ବିଧାୟକ ବାବୁ ସିଂହଙ୍କ ସହ ମିଶି ଡାକ୍ତରଙ୍କ ସହ ଆଲୋଚନା କଲେ ମନ୍ତ୍ରୀ। ପ୍ରୋଟୋକଲ୍‌ ଅନୁସାରେ ଚିକିତ୍ସା ଚାଲିଛି, ଉନ୍ନତି ଆସିଛି କହିଲେ ଡାକ୍ତର। ଗୁରୁତର ଅବସ୍ଥାରେ ଭୁବନେଶ୍ୱରର…

ରେକର୍ଡ ସୃଷ୍ଟି କରିବା ପାଇଁ ହାର୍ଦ୍ଦିକଙ୍କ ନିକଟରେ ରହିଛି ସୁଯୋଗ

ଦୁବାଇ: ଲମ୍ବା ବ୍ରେକ ପରେ ଏବେ ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏସିଆ କପ କ୍ରିକେଟ ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଟିମ ଦୁବାଇରେ କଡା ଅଭ୍ୟାସ ଆରମ୍ଭ କରିଦେଇଛି । ସୂଚନାଯୋଗ୍ୟ, ଗତ ସଂସ୍କରଣରେ ଭାରତ ଏସିଆ କପ…

Japan Prime Minister: କାହିଁକି ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁ ?

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁଙ୍କ ଇସ୍ତଫା। ଅପର୍ ହାଉସ୍ ନିର୍ବାଚନରେ ଶାସକ LDPର ପରାଜୟ ପାଇଁ ଦେଲେ ଇସ୍ତଫା। LPDରେ ବିଭାଜନ ଆଶଙ୍କା କରି ସଭାପତି ପଦରୁ ମଧ୍ୟ ଓହରିଲେ। ଗତବର୍ଷ ଅକ୍ଚୋବରରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଶିଗେରୁ। ଶାସକ ଲିବରଲ୍…

ଏସିଆ କପ କ୍ରିକେଟ: ସଞ୍ଜୁଙ୍କ ବଦଳରେ ଜୀତେଶଙ୍କୁ ପ୍ରଥମ ମ୍ୟାଚରେ ମିଳିପାରେ ସୁଯୋଗ

ଦୁବାଇ: ଭାରତ ଏସିଆ କପ ଟି୨୦ ଟ୍ରଫି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରଥମ ମ୍ୟାଚରେ ସଞ୍ଜୁ ସାମସନଙ୍କ ବଦଳରେ ଜୀତେଶ ଶର୍ମାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା ରହିଛି । ଅଭିଷେକ ଶର୍ମାଙ୍କ ସହ ଶୁଭମନ ଗିଲ ଇନିଂସ ଓପନିଂ କରିବେ । ସଞ୍ଜୁଙ୍କୁ ମିଡିଲ ଅର୍ଡରରେ ଖେଳାଇବା…

Bjp MP Sambit Patra: ରାହୁଲ ଗାନ୍ଧୀ ପ୍ରକୃତରେ ଅନୁପ୍ରବେଶକାରୀ ବଚାଓ ଯାତ୍ରା କରୁଛନ୍ତି: ବିଜେପି ସାଂସଦ ସମ୍ବିତ…

ନୂଆଦିଲ୍ଲୀ: ବିଜେପି ସାଂସଦ ଡକ୍ଟର ସମ୍ବିତ ପାତ୍ର ବିହାରରେ ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରା ଉପରେ କଠୋର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ପ୍ରକୃତରେ ଅନୁପ୍ରବେଶକାରୀ ବଚାଓ ଯାତ୍ରା କରୁଛନ୍ତି। ଏପରି କଥା ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିଥିଲେ। ବିହାରରେ SIR କୁ ନେଇ…

Weather update: ଆସନ୍ତା ୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ପୁଣି ରାଜ୍ୟରେ ବଢିବ ବର୍ଷା । ଆଞ୍ଚଳିକ ପାଣିପାଗ ସୂଚନାନୁସାରେ ସେପ୍ଟେମ୍ବର ୦୭ ରୁ ୧୩ ତାରିଖ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ମୌସୁମୀ ଟ୍ରଫ୍ ବର୍ତ୍ତମାନ ପୂର୍ବ- ଦକ୍ଷିଣପୂର୍ବ ଦିଗରେ ପୂର୍ବ…

କୋହଲିଙ୍କୁ ରୋନାଲ୍ଡୋଙ୍କ ସହ ତୁଳନା କଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲି ଅଷ୍ଟ୍ରେଲିଅ ବିପକ୍ଷ ଦିନିକିଆ ସିରିଜ ପୂର୍ବର ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ନିକଟରେ ସେ ଇଂଲଣ୍ଡରୁ ନିଜର ଫିଟନେସ ଟେଷ୍ଟ ବିସିସିଆଇକୁ ପ୍ରଦାନ କରିଥିଲେ । କୋହଲିଙ୍କ ଫିଟନେସକୁ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ…

‘ଦ ଚେଜ୍’ ଟିଜରରେ କ୍ୟାପଟେନ୍ କୁଲଙ୍କ ଜବରଦସ୍ତ ଆକ୍ସନ; ସାଙ୍ଗରେ ଅଛନ୍ତି ଅଭିନେତା ଆର୍ ମାଧବନ..

ମୁମ୍ବାଇ: ଭାରତର ଦିଗଗଜ ପୂର୍ବତନ କ୍ରିକେଟ ଅଧିନାୟକ ଏମଏସ ଧୋନିଙ୍କ ଫ୍ୟାନମାନେ ତାଙ୍କୁ କ୍ରିକେଟ ପଡ଼ିଆରେ କିମ୍ବା ଏକ ସ୍ପଷ୍ଟ ଫଟୋସୁଟରେ ଦେଖିଛନ୍ତି । କିନ୍ତୁ ଏଥର, କ୍ୟାପଟେନ କୁଲ୍ ତାଙ୍କ ଫ୍ୟାନ ମାନଙ୍କୁ ଏକ ସରପ୍ରାଇଜ ଦେବାକୁ ଯାଉଛନ୍ତି । ଏମଏସ୍ ଧୋନି ଏକ ନୂଆ ପ୍ରୋଜେକ୍ଟ ପାଇଁ…

ଆମେରିକାର ଶୁଳ୍କକୁ ‘ଟ୍ରମ୍ପ୍ ଆତଙ୍କ’ କହିଲେ ବିଏସପି ମୁଖ୍ୟ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରକୁ…

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ରବିବାର ଭାରତୀୟ ସାମଗ୍ରୀ ଉପରେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ବିଶାଳ ଶୁଳ୍କ ବୃଦ୍ଧିକୁ କଡ଼ା ନିନ୍ଦା କରିଛନ୍ତି । ସେ ଏହାକୁ "ଟ୍ରମ୍ପ୍ ଶୁଳ୍କ ଆତଙ୍କ" ବୋଲି ଅଭିହିତ କରିଛନ୍ତି ଏବଂ ଶୁଳ୍କ ଲାଗୁ ପରେ ସୃଷ୍ଟି ହୋଇଥିବା…

Retail Price Of Medicines: ରୋଗୀଙ୍କୁ ସରକାରଙ୍କ ବଡ଼ ଆଶ୍ୱସ୍ତି, ସ୍ଥିର କଲେ ୪୨ଟି ଔଷଧର ଖୁଚୁରା ମୂଲ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ୪୨ଟି ସାଧାରଣ ଔଷଧର ଖୁଚୁରା ମୂଲ୍ୟ ସ୍ଥିର କରିଛନ୍ତି। ଏଥିରେ ବ୍ରଡ୍-ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ ଏବଂ ଇପ୍କା ଲାବୋରେଟୋରୀ ଅନ୍ତର୍ଭୁକ୍ତ। ଏହି ଔଷଧଗୁଡ଼ିକ ସାଧାରଣତଃ ଅଙ୍ଗ ପ୍ରତିରୋପଣ ପରେ ଅଙ୍ଗ…