ଭୟଙ୍କର ହେଉଛି ବାତ୍ୟା ‘ମୋନ୍ଥା’: ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ବେଳାଭୂମିକୁ ଯିବା ନେଇ ଲାଗିଲା…
ପୁରୀ: ବାତ୍ୟା ମୋନ୍ଥାକୁ ନେଇ ହାଇ ଆଲର୍ଟରେ ପୁରୀ ଜିଲ୍ଲା ପ୍ରଶାସନ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ବେଳାଭୂମିକୁ ଯିବା ନେଇ ଲାଗିଲା କଟକଣା । ବାତ୍ୟା ପ୍ରଭାବ ରେ ଅଶାନ୍ତ ରହିଛି ସମୁଦ୍ର । ଉଚ୍ଚ ଜୁଆର ଯୋଗୁଁ ସମୁଦ୍ର ସ୍ନାନ ନେଇ ରହିଛି ବିପଦ । ବେଳାଭୂମିରେ ଥିବା ପର୍ଯ୍ୟଟକଙ୍କୁ…