Latest Odisha News

BREAKING NEWS

ୟୁପିଏର ନୀତି ନାହଁ କି ନେତା ନାହିଁ, ଏନଡିଏ ବୈଠକରେ ସାମିଲ ହେବେ ୩୮ ଦଳ: ନଡ୍ଡା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ବିରୋଧୀ ଦଳମାନେ ଆଜି ବେଙ୍ଗାଲୁରୁରେ ଏକାଠି ହୋଇ ବୈଠକ କରୁଥିବା ବେଳେ ଆସନ୍ତାକାଲି ଏନଡିଏ ମଧ୍ଯ ବୈଠକ କରିବାକୁ ଯାଉଛି। ଦିଲ୍ଲୀରେ ଏନଡିଏର ଅଶୋକା…

ପୁଞ୍ଚରେ ବଡ ଧରଣର ଅନୁପ୍ରବେଶ ଉଦ୍ୟମ ବିଫଳ; ୨ ଆତଙ୍କୀ ନିପାତ

ଜମ୍ମୁ:ଜମ୍ମୁକାଶ୍ମୀରର ପୁଞ୍ଚରେ ଭାରତୀୟ ସେନାର ବଡ ସଫଳତା । ଏକ ବଡ ଧରଣର ଆତଙ୍କୀ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବା ସହ ନିୟନ୍ତ୍ରଣ ରେଖା ପାର କରୁଥିବା ୨ ଆତଙ୍କୀଙ୍କୁ ନିପାତ କରିଛନ୍ତି ଭାରତୀୟ ସେନା । ଘଟଣାସ୍ଥଳରୁ ଜଣେ ଆତଙ୍କୀର ଶବକୁ ଜବତ କରାଯାଇଛି । ଅନ୍ୟ ଜଣେ ଆତଙ୍କୀ ଶରୀରରେ…

ମଧ୍ୟପ୍ରଦେଶରେ ବିଜେପିକୁ ହାରିବା ଭୟ! ଦାୟିତ୍ୱରେ ଏକାଧିକ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପି ବିରୋଧରେ ଆଣ୍ଟି ଇନକମ୍ବାନସି ଫ୍ୟାକ୍ଟରକୁ ନେଇ ଟେନସନରେ ବିଜେପି। ୧୫ ବର୍ଷରୁ ଅଧିକ ସମୟ ଧରି ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶିବରାଜ ସିଂ ଚୌହାନ କାର୍ଯ୍ୟ କରିଥିବା ବେଳେ ଏବେ ବି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଦୀର୍ଘ ଦିନ ଧରି…

ବିରୋଧୀ ଏକତା, ହାତ ଦେଖୁନି ସ୍ୱାର୍ଥ

ଭୁବନେଶ୍ୱର: ଦୁଇଦିନିଆ ଦ୍ଵିତୀୟ ବିରୋଧୀ ଏକତା ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ବେଙ୍ଗାଲୁରୁରେ ବିରୋଧୀ ରାଜନୈତିକ ଦଳଗୁଡିକ ଏକାଠି ହୋଇଛନ୍ତି। ପାଟନା ବୈଠକ ଅପେକ୍ଷା ବିରୋଧୀ ଦଳଙ୍କ ସଂଖ୍ୟା ବଢିଛି। ବିଜେପିକୁ ଆସନ୍ତା ନିର୍ବାଚନରେ ହରାଇବାକୁ ସବୁ ପ୍ରକାର ବ୍ୟବସ୍ଥାକୁ ନେଇ ଆଲୋଚନା…

ଆଉ ଯିବନି ଜୀବନ, ହାତୀଙ୍କ ବେକରେ ଲାଗିବ ରେଡିଓ କଲାର

ବାରିପଦା: ହାତୀ-ମଣିଷ ଲଢ଼େଇରେ ଲାଗିବ ବ୍ରେକ୍ । ଏଥିପାଇଁ ଓଡ଼ିଶା ସରକାର ବହୁସୂତ୍ରୀ ଯୋଜନା କରିଛନ୍ତି । ହାତୀ ବେକରେ ରେଡିଓ କଲାର ଲାଗିବ । ଏନେଇ ପିସିସିଏଫ୍ ସୁଶୀଲ କୁମାର ପୋପଲି କହିଛନ୍ତି, ’ଗଜବନ୍ଧୁ’ ଯୋଜନାରେ ହାତୀ-ମଣିଷ ଲଢ଼େଇ ରୋକିବାକୁ ରେଡିଓ କଲାର ଲଗାଯିବ । ଏନେଇ ବନ…

ସାହାରା ନିବେଶକ ଫେରିପାଇବେ ଟଙ୍କା, ଆସନ୍ତାକାଲି ସ୍ବତନ୍ତ୍ର ପୋର୍ଟାଲର ଶୁଭାରମ୍ଭ

ନୂଆଦିଲ୍ଲୀ: ସାହାରା ଇଣ୍ଡିଆର କୋଟି କୋଟି ନିବେଶକଙ୍କ ପାଇଁ ଖୁସି ଖବର। ସମସ୍ତ ନିବେଶକଙ୍କ ବର୍ଷ ବର୍ଷ ଧରି ଅଟକି ରହିଥିବା ଟଙ୍କା ଖୁବଶୀଘ୍ର ଫେରିପାଇବେ। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୃହମନ୍ତ୍ରୀ ଅମିତ ଶାହା ଖୁବ୍ ଶୀଘ୍ର ଏହି ବିଷୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ…

କେନ୍ଦ୍ରାପଡା ତରାସ ପଞ୍ଚାୟତରେ ପିଡିଏସ ଚାଉଳ ଯୋଗାଣରେ ଦୁର୍ନୀତି ଅଭିଯୋଗ

କେନ୍ଦ୍ରାପଡା: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପିଡିଏସ ଚାଉଳ ବଣ୍ଟନରେ ଦୁର୍ନୀତି ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ତରାସ ପଞ୍ଚାୟତରେ ଥିବା ସମବାୟ ସମିତି କାର୍ଯ୍ୟାଳୟ ଘେରାଉ କଲେ 6ଟି ଓ୍ୱାର୍ଡର ଶତାଧିକ ହିତାଧିକାରୀ। ସମ୍ପୃକ୍ତ ଡିଲର ଦୁଇ ମାସର ପିଡିଏସ୍ ଚାଉଳ…

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ: ସବୁ ଦର ହୁହୁ ହୋଇ ବଢ଼ୁଛି

ନୂଆଦିଲ୍ଲୀ: ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପର ୨୦୨୩ ସଂସ୍କରଣ ଚଳିତ ବର୍ଷ ଆୟୋଜିତ ହେବ । ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ଏହି ମ୍ୟାଚ ଦେଖିବା ପାଇଁ ଏବେଠାରୁ ପ୍ରଶଂସକଙ୍କ ଉତ୍ସାହ ଦେଖିବାକୁ ମିଳିଛି । ୧୪ ଅକ୍ଟୋବରରୁ ୧୬ ପର୍ଯ୍ୟନ୍ତ ଅହମ୍ମଦାବାଦ ଯାଉଥିବା…

ଶିକ୍ଷକ ନିଯୁକ୍ତି ଦାବି କରି ୪ କିଲୋମିଟର ଚାଲି ଚାଲି ଗଲେ ଛାତ୍ରଛାତ୍ରୀ

ବାରିପଦା: ୩୦୦ ପିଲାଙ୍କ ପାଇଁ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ । ଯାହାର ପ୍ରତିବାଦ କରି ଛାତ୍ରଛାତ୍ରୀ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛନ୍ତି । ସୁବର୍ଣ୍ଣରେଖା ପ୍ରକଳ୍ପ ହାଇସ୍କୁଲର ଛାତ୍ରଛାତ୍ରୀ ବହୁ…

ଫାଂଉଟେନ ଅଫ ୟୁଥ ଔଷଧ ମନୁଷ୍ୟର ବୟସ କମାଇଦେବ !

ନୂଆଦିଲ୍ଲୀ: ହାୱାର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ଗବେଷଣା କରି ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେମାନେ କହିଛନ୍ତି ଆଗାମୀ ଦିନରେ ମନୁଷ୍ୟର ବୟସ କମା ଏବଂ ବଢ଼ା ଯାଇପାରିବ । ଏଜିଂ ଜର୍ଣ୍ଣାଲରେ ପ୍ରକାଶିତ କେମିକାଲି ଇଣ୍ଡ୍ୟୁଷ୍ଟ ରି ପ୍ରୋଗ୍ରାମିଂ ଟୁ ରିଭର୍ସ ସେଲ୍ୟୁଲାର ଏଜିଂରେ ଏହି…