Latest Odisha News

BREAKING NEWS

ଏସିଆ କପରେ ଗିଲ ସ୍ଥାନ ପାଇ ନ ପାରନ୍ତି

ନୂଆଦିଲ୍ଲୀ: ଏସିଆ କପ ୨୦୨୫ ସେପ୍ଟମ୍ବର ୯ରୁ ୟୁଏଇରେ ଖେଳାଯିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏ ପର୍ଯ୍ୟନ୍ତ ଏସିଆ କପ ପାଇଁ ଦଳ ଘୋଷଣା କରି ନାହିଁ । କେଉଁ ଖେଳାଳିଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିବ ତାହା ସ୍ପଷ୍ଟ ହୋଇପାରି ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶୁଭମନ ଗିଲଙ୍କୁ ଏହି…

ସ୍ୟାଣ୍ଡ ଆନିମେସନରେ ଅପରେସନ ସିନ୍ଦୂରର ବିଜୟ ଗାଥା

ପୁରୀ: ସ୍ୱାଧୀନତା ଦିବସକୁ ନେଇ ସାରା ଦେଶରେ ନାହିଁ ନଥିବା ଉତ୍ସାହ। ଏହାକୁ ପାଳନ କରିବା ପାଇଁ ସାରା ଦେଶରେ ହୋଇଚି ବ୍ୟାପକ ପ୍ରସ୍ତୁତି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୭୯ତମ ସ୍ୱାଧିନତା ଦିବସ ଉପଲକ୍ଷ ବାଲୁକା ସ୍ୟାଣ୍ଡ ଆନିମେସନ ପ୍ରସ୍ତୁତ କରିଛନ୍ତି। ଏହି ସ୍ୟାଣ୍ଡ…

ମେଟ୍ରୋ ପ୍ରକଳ୍ପକୁ ନେଇ ସରକାର ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି: ବିଜେଡି

ଭୁବନେଶ୍ୱର: ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଦେଇଥିବା ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ…

ସାମସନଙ୍କ ବଦଳରେ ରାଜସ୍ଥାନ ଜାଡେଜାଙ୍କୁ ମାଗିଲା, ରାଜି ହେଲାନି ଚେନ୍ନାଇ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବା ପାଇଁ ସଞ୍ଜୁ ସାମସନ ଆଉ ରାଜି ନାହାନ୍ତି । କ୍ରିକବିଜ ରିପୋର୍ଟ ଅନୁସାରେ ରାଜସ୍ଥାନ ରୟାଲ୍ସ ଷ୍ଟାର ଖେଳାଳି ସଞ୍ଜୁଙ୍କ ବଦଳରେ ଚେନ୍ନାଇ ସୁପର କିଙ୍ଗସ ନିକଟରୁ ରବୀନ୍ଦ୍ର ଜାଡେଜା, ଶିବମ ଦୁବେ ଓ ରିତୁରାଜ ଗାଏକ୍ୱାଡଙ୍କ ମଧ୍ୟରୁ ଜଣଙ୍କୁ…

ଆକ୍ସନ ମୋଡ଼ରେ ଏସଟିଏଫ୍: ଆନ୍ତଃରାଜ୍ୟ ନିଶା ସିଣ୍ଡିକେଟ୍ ରୋକିବାକୁ ସ୍ପେଶାଲ ଅପରେସନ ଆରମ୍ଭ

ଭୁବନେଶ୍ୱର: ଆନ୍ତଃରାଜ୍ୟ ନିଶା ସିଣ୍ଡିକେଟ୍ ରୋକିବାକୁ ଏସଟିଏଫ୍ (STF)ର ବଡ଼ ପଦକ୍ଷେପ। ଏନେଇ ରାଜ୍ୟରେ ୨ ଦିନ ହେବ ମାରାଥନ ରେଡ୍। ସରକାରଙ୍କ ନିର୍ଦ୍ଦେଶ ପରେ ସମସ୍ତ ଜିଲ୍ଲା ଏସ୍‌ପିଙ୍କ ନେତୃତ୍ୱରେ ରେଡ୍‌ ଆରମ୍ଭ ହୋଇଛି। ବିଭିନ୍ନ ଖଟି, ଦୋକାନ, ବସ୍ତିରେ ସାଦା ପୋଷାକଧାରୀ ପୋଲିସ ମୁତୟନ…

ଅପରେସନ ସିନ୍ଦୂରରେ ସଫଳତା ପାଇଁ ସମ୍ମାନ: ୯ ବାୟୁସେନା ଅଧିକାରୀ ପାଇବେ ବୀରଚକ୍ର

ନୂଆଦିଲ୍ଲୀ: ୯ ବାୟୁସେନା ଅଧିକାରୀ ପାଇବେ ବୀରଚକ୍ର ସମ୍ମାନ। ପାଇଲଟଙ୍କ ସମେତ ୯ ଅଧିକାରୀଙ୍କୁ ମିଳିବ ବୀରଚକ୍ର ସମ୍ମାନ। ତୃତୀୟ ସର୍ବୋଚ୍ଚ ସାମରିକ ସମ୍ମାନ ବୀରଚକ୍ର ପାଇବେ। ଅପରେସନ ସିନ୍ଦୂରରେ ସାହସିକତା ପାଇଁ ପାଇବେ ସମ୍ମାନ। ମୁରିଦ୍‌କେ ଓ ବାହାୱଲପୁର ଆତଙ୍କୀ ଆଡ୍ଡା ଧ୍ବଂସ ପାଇଁ…

ବିବାହ ବନ୍ଧନରେ ବାନ୍ଧି ହେବେ ଅର୍ଜୁନ ତେନ୍ଦୁଲକର 

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ତାଙ୍କ ପ୍ରେମିକା ସାନିଆ ଚାନ୍ଦୋକଙ୍କ ସହ ନିର୍ବନ୍ଧ କରିଛନ୍ତି। ସାନିଆ ମୁମ୍ବାଇର ଜଣେ ନାମୀଦାମୀ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ବୋଲି ଜଣାପଡ଼ିଛି। ଏହି ଉତ୍ସବରେ ନିକଟତମ ବନ୍ଧୁ ଏବଂ କିଛି ପରିବାର ସଦସ୍ୟ…

ଆମେରିକାର ଦକ୍ଷିଣ ଭର୍ଜିନିଆରେ ଗୁଳିକାଣ୍ଡ; ଅନେକ ଅଧିକାରୀ ଆହତ

ଓ୍ବାଶିଂଟନ୍: ଆମେରିକାରେ ପୁଣିଥରେ ଗୁଳିକାଣ୍ଡର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏହି ଗୁଳିକାଣ୍ଡ ଘଟଣା ଆମେରିକାର ଦକ୍ଷିଣ ଭର୍ଜିନିଆରେ ଘଟିଛି । ଏଥିରେ ଅନେକ ଆଇନ ପ୍ରବର୍ତ୍ତନ ଅଧିକାରୀ ଆହତ ହୋଇଛନ୍ତି । ଏନେଇ ଜଣେ ଆମେରିକୀୟ ସାଂସଦ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ।…

ଏଣିକି ୧୦୦ କିମି. ଚାଲିବାକୁ ବାଧ୍ୟ ବନ ଅଧିକାରୀ…

ଭୁବନେଶ୍ୱର: ବନ ସମ୍ପଦର ପ୍ରଭାବଶାଳୀ ସୁରକ୍ଷା ଏବଂ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ଓଡ଼ିଶା ସରକାର କ୍ଷେତ୍ରସ୍ତରୀୟ ବନ କର୍ମଚାରୀମାନଙ୍କୁ ନିୟମିତ ପାଦରେ ଚାଲି ଚାଲି ପାଟ୍ରୋଲିଂ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥଙ୍କ ଦ୍ୱାରା ଜାରି ଏକ…

ଖର୍ଚ୍ଚ ଆଦାୟ ପରେ ଟୋଲ୍ ଟ୍ୟାକ୍ସ ଆଦାୟ କରିବା ଭୁଲ, ପ୍ରାଧିକରଣ ଗଠନ ପାଇଁ ଦାବି କଲା ସଂସଦୀୟ କମିଟି

ନୂଆଦିଲ୍ଲୀ: ଦେଶବ୍ୟାପୀ ଏପରି ଅନେକ ଟୋଲ୍ ଅଛି, ଯେଉଁଠାରେ ଖର୍ଚ୍ଚ ଆଦାୟ ହେବା ପରେ ମଧ୍ୟ ନିର୍ବିଚାର ଭାବରେ ଟୋଲ୍ ଟିକସ ଆଦାୟ କରାଯାଉଛି। ଏହା ସହିତ ନା ମରାମତି କାର୍ଯ୍ୟ କରାଯାଉଛି ନା ଲୋକମାନେ ସଠିକ୍ ରାସ୍ତା ପାଇପାରୁଛନ୍ତି। ସଂସଦୀୟ କମିଟି ଏହି ପ୍ରକାରର ଟୋଲ୍ ଆଦାୟ ଉପରେ ଚିନ୍ତା…