Latest Odisha News

BREAKING NEWS

ଚାକିରି ଦେବା ନାଁରେ ଗଣଦୁଷ୍କର୍ମ ମାମଲାରେ ଟ୍ୱିଷ୍ଟ; ଗଣଦୁଷ୍କର୍ମ ଘଟଣା ଏକ ନାଟକ ଥିଲା

ମୟୂରଭଞ୍ଜ: ଚାକିରି କରାଇଦେବାକୁ କହି ଯୁବତୀଙ୍କୁ ଘରୁ ଆଣି ଗଣଦୁଷ୍କର୍ମ କରାଯାଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା,ତାହା ଏକ ନାଟକ ଥିଲା । ପୋଲିସ ତଦନ୍ତରେ ଖୋଲିଗଲା ଗୁମର । ସୂଚନା ଅନୁସାରେ ଯୁବତୀଙ୍କ ସମ୍ପର୍କୀୟ ଜେଲରୁ ରଚିଥିଲେ କାହାଣୀର ବ୍ଲୁପ୍ରିଣ୍ଟ । ଏହା ପଛର କାରଣ ଥିଲା,…

Naveen patnaik: ‘ନବୀନଙ୍କ ଚିଠି ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା’

ଭୁବନେଶ୍ୱର: ବିଜୁ ଜନତା ଦଳ ଓଡ଼ିଶାରେ ସାର ଯୋଗାଣ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଜାରି ହୋଇଥିବା ପ୍ରେସ୍‌ ବିଜ୍ଞପ୍ତିକୁ ଗଭୀରତାର ସହିତ ଗ୍ରହଣ କରିଛି। ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ…

Tata Steel Foundation: ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଅନୌପଚାରିକ ବସ୍ତିରେ ଅନ୍ତର୍ଭୁକ୍ତୀକରଣ ଓ ବାସୋପଯୋଗୀ ସହରାଞ୍ଚଳ ବସତି ସ୍ଥାପନ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ (ଏଚଆଣ୍ଡୟୁଡିଡି) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି । ସାର୍ବଜନୀନ ଅଧିକାରକୁ ସୁନିଶ୍ଚିତ କରିବା…

Utkal Music College: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଡ଼ିଓ ଓ କ୍ରୋମା ରେକର୍ଡିଙ୍ଗ୍ ଷ୍ଟୁଡ଼ିଓର ଶୁଭ ଉଦ୍‌ଘାଟନ

ଭୁବନେଶ୍ୱର:ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଆଜି ଏକ ନୂତନ ଅଡ଼ିଓ ଓ କ୍ରୋମା ରେକର୍ଡିଙ୍ଗ୍ ଷ୍ଟୁଡ଼ିଓ ଉଦ୍‌ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂତନ ଅଡ଼ିଓ ଓ କ୍ରୋମା ରେକର୍ଡିଙ୍ଗ୍…

ସେପ୍ଟେମ୍ବରରେ ମୋଦିଙ୍କ ମଣିପୁର ଗସ୍ତ, ହିଂସା ପରଠୁ ପ୍ରଥମ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ମାସ ୧୨ କିମ୍ବା ୧୩ରେ ମଣିପୁର ଗସ୍ତ ନେଇ ଯୋଜନା ରହିଛି। ଏଠାରେ ମେ ୨୦୨୩ ଠାରୁ କୁକି-ମେଇତେଇ ମଧ୍ୟରେ ଚାଲିଥିବା ହିଂସା ପରେ ଏହା ତାଙ୍କର ପ୍ରଥମ ଗସ୍ତ ହୋଇପାରେ। ତେବେ ସେ ସେପ୍ଟେମ୍ବର ୧୩ ରେ ମିଜୋରାମ ଗସ୍ତ ସହିତ…

ଗୋଟିଏ ମଞ୍ଚରେ ମୋଦି, ଜିନପିଙ୍ଗ, ପୁଟିନଙ୍କ ସାକ୍ଷାତ: ଏକ ନୂଆ ବିଶ୍ୱ ବ୍ୟବସ୍ଥାର ସଙ୍କେତ…..ବଢୁଛି ଆମେରିକା…

ନୂଆଦିଲ୍ଲୀ: ଏହି ସମୟରେ, ଆମେରିକା ସମେତ ସମଗ୍ର ବିଶ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ୍ ଗସ୍ତ ଉପରେ ନଜର ରଖିଛି। ଆଜିଠାରୁ ଆମେରିକୀୟ ଖବରକାଗଜଗୁଡ଼ିକରେ ବଡ଼ ବଡ଼ ଲେଖା ପ୍ରକାଶ ପାଇବା ଆରମ୍ଭ ହୋଇଛି ଯେ ଯଦି ଭାରତ, ଚୀନ୍ ଏବଂ ରୁଷ ହାତ ମିଳନ୍ତି, ତେବେ ଆମେରିକାର କ’ଣ ହେବ? ଯଦି…

Kalinga Stadium: କଳିଙ୍ଗ ଷ୍ଟାଡ଼ିୟମରେ “ସାଇକେଲ ସହିତ ରବିବାର ” କାର୍ଯ୍ୟକ୍ରମର ଆୟୋଜନ

ଭୁବନେଶ୍ୱର: ଅଗଷ୍ଟ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସାରା ଦେଶରେ ପାଳିତ ହୋଇଛି ଜାତୀୟ କ୍ରୀଡ଼ା ଦିବସ(National Sports Day )। ଏହି ଅବସରରେ ଆଜି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ସାଇକେଲିଂ ଆସୋସିଏସନ୍‌ର ମିଳିତ…

ଓଡିଶା ପ୍ରୋ ଟି୨୦ ଲିଗ: ବ୍ରେଟ ଲୀ, ଦେବାଶିଷ ବ୍ରାଣ୍ଡ ଆମ୍ବାସଡର

ଭୁବନେଶ୍ୱର: ଓଡିଶା ପ୍ରୋ ଟି୨୦ ଲିଗ କ୍ରିକେଟ ପାଇଁ ଓସିଏ ବ୍ରାଣ୍ଡ ଆମ୍ବାସଡରଙ୍କ ନାମ ଘୋଷଣା କରିଛି । ରବିବାର ଅଷ୍ଟ୍ରେଲିଆର ପୂର୍ବତନ ମହାନ ପେସ ବୋଲର ବ୍ରେଟ ଲୀ ଏବଂ ଓଡିଶା ତଥା ଭାରତର ପୂର୍ବତନ ବୋଲର ଦେବାଶିଷ ମହାନ୍ତି ଏହି ଲିଗର ବ୍ରାଣ୍ଡ ଆମ୍ବାସଡର ହେବେ ବୋଲି ଓସିଏ ପକ୍ଷରୁ ଘୋଷଣା…

କଳାବଜାରୀ/ନକଲି ସାର ନେଇ ୧୨୦୨ ଖୁଚୁରା ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟକୁ ସାର ଯୋଗାଣସ୍ଥିତି ତ୍ୱରାନ୍ୱିତ କରାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଅଛି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୨୦୨୫ ପାଇଁ ୫୮.୫୦ ଲକ୍ଷ ହେକ୍ଟର ଖରିଫ…

ଏସିଆ କପ କ୍ରିକେଟରେ ଗୁରୁତ୍ୱପୂର୍ଣ୍ଣ ରହିବ ଅଲରାଉଣ୍ଡରଙ୍କ ଭୂମିକା

ନୂଆଦିଲ୍ଲୀ: ଏସିଆ କପ ୨୦୨୫ କ୍ରିକେଟ ଏଥର ଟି୨୦ ଫର୍ମାଟରେ ୟୁଏଇରେ ଖେଳାଯିବ । ଏଥିପାଇଁ ସମସ୍ତ ଟିମ ପ୍ରସ୍ତୁତ ରହିଛନ୍ତି । ୟୁଏଇ ପିଚ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ । ଭାରତୀୟ ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଶିବମ ଦୁବେ ଓ ଅଭିଷେକ ଶର୍ମାଙ୍କ ପରି ଅଲରାଉଣ୍ଡର…