Latest Odisha News

BREAKING NEWS

ଖୁବଶୀଘ୍ର ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ। ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ୟୁକ୍ରେନ୍ ଶାନ୍ତି ଚୁକ୍ତି ନେଇ ଉଭୟ ନେତାଙ୍କ ମଧ୍ୟରେ ହେବ ଆଲୋଚନା। ଏକାଠି ହେବେ ଦୁଇ ସୁପର ପାୱାର। ଏହା ଉପରେ ରହିଛି…

ଏହି କମ୍ପାନୀ ୩୬୫ ଟଙ୍କାରେ ଦେଉଛି ଅସୀମିତ ଡାଟା …

ନୂଆଦିଲ୍ଲୀ: Vi ଏକ ଚମତ୍କାର ପ୍ରିପେଡ୍ ପ୍ଲାନ୍ ଆଣିଛି। ଏହି ପ୍ଲାନର ବିଶେଷତ୍ୱ ହେଉଛି ଯେ ଉପଭୋକ୍ତା ପୂରା ମାସ ପାଇଁ ଅସୀମିତ ହାଇ ସ୍ପିଡ୍ ଇଣ୍ଟରନେଟ୍ ଏବଂ ଭଏସ୍ କଲିଂର ସୁବିଧା ପାଇବେ। ଏହି ଯୋଜନା ସେହି ଉପଭୋକ୍ତାଙ୍କ ପାଇଁ ଉପଯୋଗୀ ହେବ ଯେଉଁମାନେ କମ୍ ମୂଲ୍ୟରେ ସମ୍ପୂର୍ଣ୍ଣ ମାସ…

ସ୍କିମାଟିକ୍‌ ଶିକ୍ଷକଙ୍କ ନିୟମିତ ହେବା ନେଇ ଅନିଶ୍ଚିତତା

ଭୁବନେଶ୍ବର: ସ୍କିମାଟିକ୍‌ ଶିକ୍ଷକଙ୍କ ନିୟମିତ ହେବା ନେଇ ଅନିଶ୍ଚିତତା। ଚିଠି ପ୍ରତ୍ୟାହାର ବଢ଼ାଇଲା ଚିନ୍ତା। ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ୍‌(ଯୋଜନାଭିତ୍ତିକ) ପ୍ରଥା ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି, ପ୍ରାଥମିକ ଶିକ୍ଷକଙ୍କ ଚୁକ୍ତି କାର୍ଯ୍ୟକାଳକୁ ନୋସନାଲ ଇନ୍‌କ୍ରିମେଣ୍ଟ ଦେଇ ମୂଳ…

୨୫ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି

ଭୁବନେଶ୍ୱର: ଅଗଷ୍ଟ ୨୫ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି। ସବୁ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି। ଅଗଷ୍ଟ ୨୦ ସୁଦ୍ଧା ଶକ୍ତିଶ୍ରୀ ସାଥୀ ବାଛିବା ପାଇଁ ପଦକ୍ଷେପ ନେବାକୁ ଉଲ୍ଲେଖ ରହିଛି। ଅଗଷ୍ଟ ୧୪…

ଏହି ଦିନ ହୋଣ୍ଡାର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ହେବ ଲଞ୍ଚ, ଜାଣନ୍ତୁ ଫିଚର…

ନୂଆଦିଲ୍ଲୀ:ହୋଣ୍ଡା ଖୁବ୍ ଶୀଘ୍ର ନିଜର ପ୍ରଥମ ଉଚ୍ଚ ପ୍ରଦର୍ଶନ ବୈଦ୍ୟୁତିକ ମୋଟରସାଇକେଲ ଲଞ୍ଚ କରିବାକୁ ଯାଉଛି। କମ୍ପାନୀ ସେପ୍ଟେମ୍ବର ୨ ରେ ବିଶ୍ୱ ସ୍ତରରେ ନିଜର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ କରିବ। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଏକ ଟିଜର ମଧ୍ୟ ଜାରି କରାଯାଇଛି। ଟିଜରରେ…

୧୨ରୁ ବଢିବ ବର୍ଷା, ୧୩ ସୁଦ୍ଧା ଆଉ ଏକ ଲଘୁଚାପ !

ଭୁବନେଶ୍ୱର: ରାଜ୍ୟରେ ୧୨ ରୁ ବଢିବ ବର୍ଷା। ଆଜି ଦୁଇଟି ଜିଲ୍ଲା ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା। ଆଜି ୩୦ ଜିଲ୍ଲାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ଅଗଷ୍ଟ ୧୩ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ରାକ୍ଷୀ ପୂର୍ଣ୍ଣିମାରେ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା, ସରକାର ଦେବେ ୩ୟ କିସ୍ତି

ଭୁବନେଶ୍ୱର: ଆଜି ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ଟଙ୍କା। ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ଜୟପୁରରୁ ଆରମ୍ଭ ହେବ ସୁଭଦ୍ରାର ତୃତୀୟ କିସ୍ତି। କୋରାପୁଟ ଜିଲାର ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଟମ ଦବାଇ ୧ କୋଟିରୁ ଊର୍ଦ୍ଧ୍ବ ସୁଭଦ୍ରା…

ଏସିଆନ କପ୍ ଯୋଗ୍ୟତା ପରେ ଫିଫା ରାଙ୍କିଙ୍ଗରେ ଉପରକୁ ଉଠିଲା ଭାରତ; ଜାଣନ୍ତୁ କେତେ ସ୍ଥାନରେ ପହଞ୍ଚିଲା…

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ବିପକ୍ଷରେ ଐତିହାସିକ ବିଜୟ ପରେ, ଭାରତୀୟ ମହିଳା ଫୁଟବଲ୍ ଦଳ ସଦ୍ୟତମ ଫିଫା ରାଙ୍କିଙ୍ଗରେ ସାତ ସ୍ଥାନ ଉପରକୁ ଉଠି ୬୩ତମ ସ୍ଥାନରେ ପହଞ୍ଚିଛି। ଏହି ବିଜୟ ସହିତ, ଦଳ ଇତିହାସ ସୃଷ୍ଟି କରିଛି ଏବଂ AFC ମହିଳା ଏସୀୟ କପରେ ମଧ୍ୟ ସ୍ଥାନ ପାଇଛି। ଭାରତୀୟ ମହିଳା…

ଆଧୁନିକ ମଡେଲ ହସ୍ପିଟାଲ ହେବ ଏସସିବି: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ଵର: ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର କାର୍ଯ୍ୟପଦ୍ଧତି, ରୋଗୀ ସେବା ଓ ଆଧୁନିକ ବିକାଶ…

ଓଡ଼ିଆ ପୁଅ ହେଲେ ସିକ୍କିମ ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ବର:ଓଡ଼ିଆ ପୁଅ ତଥା ପ୍ରଖ୍ୟାତ ଶିକ୍ଷାବିଦ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଶାନ୍ତନୁ କୁମାର ସ୍ୱାଇଁଙ୍କୁ ସିକ୍କିମ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ଭିଜିଟର ଭାବରେ…