ନୟାଗଡ଼ ଜିଲ୍ଲା ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ
ନୟାଗଡ଼: ଜିଲ୍ଲା ବିକାଶ ସମ୍ମିଳନୀ (ଟ୍ରଷ୍ଟ) ପକ୍ଷରୁ, ନୟାଗଡ ଜିଲ୍ଲାର ବହୁମୁଖୀ ବିକାଶ ଉଦ୍ଦେଶ୍ୟରେ କିଛି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନାକରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସମ୍ମିଳନୀର ସଦସ୍ୟଗଣ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ନୟାଗଡ଼…