Latest Odisha News

BREAKING NEWS

ପୂର୍ବତନ ଖେଳାଳିଙ୍କ ମାରାତ୍ମକ ଅଭିଯୋଗ, ରୋହିତଙ୍କୁ ହଟେଇବା ପାଇଁ ଅଣାଯାଇଛି ନୂଆ ଟେଷ୍ଟ

ନୂଆଦିଲ୍ଲୀ: ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଏବେ ଉଭୟଙ୍କ ଶେଷ ସ୍ୱପ୍ନ ରହିଛି ୨୦୨୭ ଦିିନିକିଆ ବିଶ୍ୱକପ ଖେଳିବା । ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ କୋଚ ଗୌତମ ଗମ୍ଭୀର ଏହି ଦୁଇ ତାରକା ତଥା ସିନିୟର ଖେଳାଳିଙ୍କୁ ଖେଳାଇବା…

ୱାର ୨ ପରେ ବନ୍ଦ ହୋଇଗଲା କି ଜୁନିୟର ଏନଟିଆରଙ୍କ ଏଜେଂଟ ବିକ୍ରମ

ମୁମ୍ବାଇ: ହ୍ରିତିକ ରୋଶନ ଓ ଜୁନିୟର ଏନଟିଆର ଅଭିନୀତି ୱାର ୨ ଫିଲ୍ମ ବକ୍ସ ଅଫିସରେ ସମ୍ପୂର୍ଣ୍ଣ ନିରାଶ କରିଛି । ୟଶରାଜ ଫିଲ୍ମସର ଏହି ବହୁ ପ୍ରତୀକ୍ଷୀତ ଫିଲ୍ମ ଫ୍ଲପ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ୟଶରାଜ ସ୍ପାଇ ୟୁନିଭର୍ସ ଏଥିସହ ଅସୁବିଧାରେ ପଡି ଯାଇଛି । ଜୁନିୟର…

Cuttack MLA criticises Mayor: କମିଶନର ଓ ଅଧିକାରୀଙ୍କ ସହ ସୋଫିଆ କଲେ ବୈଠକ: ଖପ୍ପା ହେଲେ ସିଏମସି ମେୟର

କଟକ: ମେୟରଙ୍କୁ ନଡାକି ସମୀକ୍ଷା ବୈଠକ କଲେ ବିଧାୟିକା ସୋଫିଆ। କମିଶନର ଓ ଅଧିକାରୀଙ୍କ ସହ ସୋଫିଆ ଫିର୍ଦ୍ଦୋଶ କଲେ ବୈଠକ। ମେୟରଙ୍କ ବାବଦରେ ପଚାରିବାରୁ ସେ କାମ କରି ପାରୁନାହାଁନ୍ତି କହିଲେ ସୋଫିଆ। ସୋଫିଆ କହିଛନ୍ତି, ମେୟର କଟକ ସହରକୁ ବୁଡ଼ାଇ ଦେଇଛନ୍ତି, ସମୀକ୍ଷା କରି ପାରୁନାହାଁନ୍ତି।…

Heritage Policy: ସରକାର ଆଣିବେ ହେରିଟେଜ୍‌ ପଲିସି; ୩ ହଜାରରୁ ଅଧିକ ଐତିହାସିକ କୀର୍ତ୍ତିରାଜିର ହେବ ପୁନରୁଦ୍ଧାର

ଭୁବନେଶ୍ବର: ଓଡିଶାର ୩ ହଜାରରୁ ଊର୍ଦ୍ଧ୍ୱ ପୁରୁଣା କୀର୍ତ୍ତିରାଜିକୁ ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସରକାର ଖୁବଶୀଘ୍ର ହେରିଟେଜ୍‌ ପଲିସି ଆଣିବାକୁ ଯାଉଛନ୍ତି । ଏନେଇ ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବୈଠକ…

ଅବସର ନେଇଗଲେ ଟେନିସ ଜଗତର ଗ୍ଲାମର କୁଇନ

ନ୍ୟୁୟର୍କ: ୨ ଥର ୱିମ୍ବେଲଡେନ ଟାଇଟଲ ହାସଲ କରିଥିବା ଚେକ ରିପବ୍ଲିକର ମହିଳା ଟେନିସ ଖେଳାଳି ପେତ୍ରା କ୍ୱିଟେଭା ଅବସର ଘୋଷଣା କରିଛନ୍ତି । ଟେନିସ ଜଗତର ଗ୍ଲାମର କୁଇନ କ୍ୱିଟେଭା ଅବସର ନେବା ବେଳେ କାନ୍ଦିଥିଲେ । ଚଳିତ ଆମେରିକା ଓପନର ପ୍ରଥମ ରାଉଣ୍ଡରେ ସେ ଡାୟନ ପ୍ୟାରୀଙ୍କ ନିକଟରୁ ହାରିବା…

ସେଓରେ ଗଣପତି; ୨୬ ଫୁଟର ମୂର୍ତ୍ତି ଦେଖିବାକୁ ଜମୁଛି ଭିଡ଼ 

ସମ୍ବଲପୁର: ସମ୍ବଲପୁର ସ୍ଥିତ କ୍ଷେତ୍ରରାଇପୁର ଅଞ୍ଚଳରେ ଥିବା ନଟରାଜ କ୍ଲବ ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି। ଏହି ଅବସରରେ ୨୬ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଗଣେଶ ମୂର୍ତ୍ତି ତିଆରି କରାଯାଇଛି। ଯାହା ସମ୍ପୂର୍ଣ୍ଣ ଭାବରେ ସେଓରେ ତିଆରି ହୋଇଛି। ଏଥିପାଇଁ ପ୍ରାୟ ୧୫୦୦ କିଲୋଗ୍ରାମ…

Kharif Paddy Registration: ଶେଷ ହେଲା ଖରିଫ୍ ଧାନ ପଞ୍ଜିକରଣ, ନଭେମ୍ବର ପହିଲାରୁ ଧାନ କିଣା ଆରମ୍ଭ

ଭୁବନେଶ୍ଵର: ଶେଷ ହେଲା ଖରିଫ୍ ଧାନ ପଞ୍ଜିକରଣ। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜିକରଣ କରିଛନ୍ତି। ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି । ଗତ ବର୍ଷ ୧୭ ଲକ୍ଷ ୫୦ ହଜାର ଚାଷୀ ପଞ୍ଜୀକରଣ କରିଥିଲେ। ଜୁଲାଇ ୧୯ ତାରିଖରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ…

ଓପିଏସସି ପକ୍ଷରୁ ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ସ ତାରିଖ ପ୍ରକାଶ 

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ୨୦୨୪ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଓପିଏସସି ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ସିଏସଇ ପ୍ରିଲିମ୍ସ ଚଳିତ ବର୍ଷ ଅକ୍ଟୋବର ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିଯୁକ୍ତି…

Bihar Election: ସିଟ୍ ଭାଗବଣ୍ଟା…ଚିରାଗ ବଢାଇଲେ ଚିନ୍ତା

ପାଟନା: ବିହାରରେ ପୁଣି କ୍ଷମତାକୁ ଫେରିବାକୁ ନୀତିଶ କୁମାର ବଡ଼ ଘୋଷଣା କରୁଛନ୍ତି ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ସପକ୍ଷରେ ମାହୋଲ ବନାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଏନଡିଏ ପାଇଁ ଚିରାଗ ପାଶଓ୍ବାନ ଏବେ ଚିନ୍ତାର କାରଣ ହୋଇଛନ୍ତି। ନା ଚିରାଗଙ୍କୁ ଛାଡି ପାରୁଛନ୍ତି ନା ସାଙ୍ଗରେ…

Ganesh Puja Guideline: ଗଣେଶ ପୂଜା: କଟକ ପରେ ଭୁବନେଶ୍ୱର ପାଇଁ ଆସିଲା ଗାଇଡଲାଇନ୍

ଭୁବନେଶ୍ୱର: ରାତି ପାହିଲେ ଗଣେଶ ପୂଜା । ଏନେଇ ପୂଜା କମିଟି ଗୁଡିକ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଅବସରରେ କଣ କରିହେବ କଣ ନାହିଁ ସେନେଇ ପୂର୍ବରୁ ସିଲଭର ସିଟି କଟକ ପାଇଁ ଗାଇଡଲାଇନ ଜାରି ହୋଇଥିବାବେଳେ, ଏବେ ରାଜଧାନୀ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଗାଇଡଲାଇନ…