Latest Odisha News

BREAKING NEWS

ଅନ୍ୟ ଦଳ ନୁହେଁ, ବିଜେପିରୁ ହିଁ ହୋଇପାରନ୍ତି ପରବର୍ତ୍ତୀ ଉପରାଷ୍ଟ୍ରପତି….

ନୂଆଦିଲ୍ଲୀ: ଜଗଦୀପ ଧନକଡ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଇସ୍ତଫା ଦେବା ପରେ ଏବେ ଆରମ୍ଭ ହୋଇଯାଇଛି ଉପରାଷ୍ଟ୍ରପତି ଚୟନ ପ୍ରକ୍ରିୟା । ଯାହା ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ସାରିବା ନେଇ ଯୋଜନା ରହିଛି । ଏହାରି ଭିତରେ ଧନକଡଙ୍କ ଉତ୍ତରାଧିକାରୀ କିଏ ହେବେ ସେନେଇ ଏବେ କଳ୍ପନାଜଳ୍ପନା…

ସିନଖମନ ମଦଭାଟି କର୍ମଚାରୀଙ୍କୁ ହତ୍ୟା ଘଟଣା: ୩ ଗିରଫ

ବଲାଙ୍ଗିର: ସିନଖମନ ମଦଭାଟି କର୍ମଚାରୀଙ୍କୁ ହତ୍ୟା ଘଟଣାରେ ୩ ଗିରଫ। ମୁଖ୍ୟ ଅଭିଯୁକ୍ତ ବଳରାମ ବାରିକ ସମେତ ୨ ସହଯୋଗୀ ଗିରଫ। ସୁନିଲ୍ ବାଗ ଓ ଆର୍ତ୍ତତ୍ରାଣ ଚିନ୍ଦାକୁ ଗିରଫ କଲା ସଦର ପୋଲିସ୍। ବିହାରର ସାରଦା ଯାଦବଙ୍କୁ ହତ୍ୟା କରି ଅଭିଯୁକ୍ତମାନେ ଫେରାର୍ ଥିଲେ। ସୂଚନା ଅନୁସାରେ ୨୨…

ଜୀବନ ସହିତ ଖେଳ! ଏବେ ବି ବଜାରରେ ବିକ୍ରି ହେଉଛି ୩ ହଜାରରୁ ଊର୍ଦ୍ଧ୍ୱ ନିମ୍ନମାନର ଔଷଧ

ନୂଆଦିଲ୍ଲୀ: ଦେଶର ପ୍ରାୟ ପ୍ରତ୍ୟେକ ଦ୍ୱିତୀୟ ବ୍ୟକ୍ତି କୌଣସି ନା କୌଣସି ରୋଗରେ ପୀଡିତ। ଏଥିରୁ ମୁକ୍ତି ପାଇବା ପାଇଁ, ଲୋକମାନେ ଔଷଧ ସେବନ କରନ୍ତି ଯାହା ଦ୍ୱାରା ରୋଗ ଭଲ ହୋଇପାରିବ ଏବଂ ଯନ୍ତ୍ରଣା କମ ହୋଇପାରିବ। ତଥାପି, ଏହି ଔଷଧ ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ଏକ ତଥ୍ୟ ଅନୁସାରେ,…

ବର୍ଷା ଦିନରେ ଏହି ମୋଡ୍‌ରେ ଏସି ଚଲାନ୍ତୁ, ଆସିବ କମ୍ ବିଲ୍ !

ଭୁବନେଶ୍ବର:ବର୍ଷା ଯୋଗୁଁ ଲୋକମାନେ ଗରମରୁ କିଛିଟା ଆଶ୍ୱସ୍ତି ପାଆନ୍ତି, କିନ୍ତୁ ଆର୍ଦ୍ରତା ଲୋକଙ୍କୁ କଷ୍ଟ ଦେଇଥାଏ । ଆର୍ଦ୍ର ଗରମରେ ଏକ ଏୟାର କଣ୍ଡିସନର ଏକ କୁଲର ଅପେକ୍ଷା ଭଲ କାମ କରେ। କିନ୍ତୁ ଏୟାର କଣ୍ଡିସନରର ବିଲ୍ ଲୋକଙ୍କ ପକେଟ ଉପରେ ବହୁତ ବୋଝ ପକାଏ । ତେବେ ଏପରି ଏକ ଉପାୟ…

ଗନ୍ଧମାର୍ଦ୍ଦନରେ ପର୍ଯ୍ୟଟକ ଫସିବା ମାମଲା: ଚାଲିଛି ଲୋକେସ ଟ୍ରାକ, ଏଯାଏଁ ଠାବ ହୋଇନାହାଁନ୍ତି କୌଣସି ବ୍ୟକ୍ତି

ବଲାଙ୍ଗୀର: ପ୍ରବଳ ବର୍ଷା ଯୋଗୁଁ ଗନ୍ଧମାର୍ଦ୍ଦନ ପର୍ବତରେ ଫସିଲେ ୧୭ ପର୍ଯ୍ୟଟକ। ସମସ୍ତ ପର୍ଯ୍ୟଟକ ଛତିଶଗଡର ବୋଲି କୁହାଯାଉଛି। ସାରା ରାତି ବର୍ଷା ଓ ଅନ୍ଧାର ଯୋଗୁଁ ବାଟବଣା ହୋଇ ଗନ୍ଧମାର୍ଦ୍ଦନ ପର୍ବତର ଶିଖରରେ ଫସିଯାଇଛନ୍ତି ଏହି ସମସ୍ତ ପର୍ଯ୍ୟଟକ। ବରଗଡ଼ରୁ ବଲାଙ୍ଗୀରକୁ ବ୍ୟାପିଛି ଏହି…

ଆଜି ସୃଷ୍ଟି ହେବ ଲଘୁଚାପ, ପ୍ରବଳ ବର୍ଷା ନେଇ ସାରା ଓଡିଶାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ଉତ୍ତର ବଙ୍ଗୋପସାଗରରେ ପ୍ରବେଶ କରିବା ସମ୍ଭାବନା ରହିଛି। ପ୍ରଭାବ‌ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା…

ଇନ୍ଧନ ସ୍ୱିଚ ଯାଞ୍ଚ କଲା ଆକାଶ ଏୟାର; ରିପୋର୍ଟରେ ଆସିଲା ଏହି ତଥ୍ୟ…

ନୂଆଦିଲ୍ଲୀ:ଗତ ମାସରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ, ସମସ୍ତ ଏୟାରଲାଇନ୍ସକୁ ସେମାନଙ୍କର ବିମାନ ଯାଞ୍ଚ କରିବାକୁ କୁହାଯାଇଥିଲା। ଏହି ଆଧାରରେ, ଆକାଶ ଏୟାର ନିଜର ସମସ୍ତ ବିମାନ ଯାଞ୍ଚ କରିବା ପରେ ଏକ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିଛି। ଆକାଶ ଏୟାର ନିଜର ବୋଇଂ ୭୩୭…

କୋରାପୁଟରେ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କଲେ ବିଏସ୍‌ଏଫ୍‌ ଯବାନ

କୋରାପୁଟ: ବିଏସ୍‌ଏଫ୍‌ ଯବାନଙ୍କୁ ମିଳିଲା ବଡ ସଫଳତା । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର । ସୂଚନାନୁସାରେ, ୧୮୦ ବିଏନ ବିଏସଏଫ ଅଧୀନରେ କମ୍ପାନୀ ଅପରେଟିଂ ବେସ୍ (ସିଓବି) ରାମଗିରିର ଯବାନମାନେ ୨୩ ଜୁଲାଇ ୨୦୨୫ରେ ଘୋଡାଘାଟ…

ଗନ୍ଧମାର୍ଦ୍ଦନ ପାହାଡ଼ରେ ଫସି ରହିଛନ୍ତି ୧୭ ଛତିଶଗଡ଼ି ପର୍ଯ୍ୟଟକ, ପ୍ରବଳ ବର୍ଷା ଯୋଗୁଁ…

ବରଗଡ଼: ବର୍ଷା ଯୋଗୁଁ ବାଟ ଭୁଲି ଫସି ରହିଛନ୍ତି ୧୭ ଛତିଶଗଡ଼ି ପର୍ଯ୍ୟଟକ । ପାଇକମାଳ ନୃସିଂହନାଥ ଠାରୁ ୫ କିମି ଦୂର କପିଳଧାରା ଜଳପ୍ରପାତ ନିକଟରେ ଫସି ରହିଛନ୍ତି ୧୭ ଛତିଶଗଡ଼ି ପର୍ଯ୍ୟଟକ । ଖବର ପାଇବାପରେ ଉଦ୍ଧାର ପାଇଁ ଯାଇଛନ୍ତି ଡିଭିଏଫ୍, ପୋଲିସ, ଅଗ୍ନିଶମ ବାହିନୀ ଓ ବନବିଭାଗ ।…

ବଳଙ୍ଗା ପୀଡ଼ିତାଙ୍କ ହେଲା ଅସ୍ତ୍ରୋପଚାର;ଏବେ ବି ଅବସ୍ଥା ଗୁରୁତର

ନୂଆଦିଲ୍ଲୀ:ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର ହୋଇଛି । ଗଭୀର ଭାବେ ପୋଡ଼ିଥିବା ଅଂଶରେ ଅସ୍ତ୍ରୋପଚାର ହୋଇଛି । ଦିଲ୍ଲୀ ଏମ୍ସରେ ଭର୍ତ୍ତି ଅଛନ୍ତି ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତା । ତେବେ ପୀଡ଼ିତାଙ୍କ ଗଭୀର ଭାବେ ପୋଡ଼ିଥିବା ଅଂଶରେ ଅସ୍ତ୍ରୋପଚାର କରାଯାଇଥିବା ନେଇ ଏମ୍ସ ଦିଲ୍ଲୀ ପକ୍ଷରୁ…