ଉଡ଼ାଣ ପୂର୍ବରୁ ଇଣ୍ଡିଗୋର ଇଞ୍ଜିନରେ ଲାଗିଲା ନିଆଁ…
ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରୁ ବୁଧବାର ଦିନ ଡିଉ ଯାଉଥିବା ଇଣ୍ଡିଗୋର ବିମାନ ନମ୍ୱର ୬ଇ ୭୯୬୬ ରେ ନିଆଁ ଲାଗିଯିବାରୁ ଏହାକୁ ବାତିଲ କରାଯାଇଛି। ତେବେ ଘଟଣା ସମୟରେ ବିମାନରେ ୬୦ ଜଣା ଯାତ୍ରୀ ଥିବା ଜଣାପଡ଼ିଛି।
ସକାଳ ୧୧ଟାରେ ବିମାନଟି ଉଡ଼ାଣ ଆରମ୍ଭ କରିବାକୁ ଯାଉଥିବା ସମୟରେ…