Latest Odisha News

BREAKING NEWS

ରିଲ୍ ତିଆରି କରିବାକୁ ପସନ୍ଦ କରନ୍ତି କି? ସରକାରଙ୍କ ଏହି ଯୋଜନା ଆପଣଙ୍କୁ ରୋଜଗାର ଯୋଗାଇବ….

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ରିଲ୍ ତିଆରି ଏବଂ ଭ୍ଲଗିଂ କରିବାକୁ ପସନ୍ଦ କରନ୍ତି, ତେବେ ଆପଣଙ୍କ ପାଖରେ ଭଲ ଟଙ୍କା ରୋଜଗାର କରିବାର ସୁଯୋଗ ମଧ୍ୟ ଅଛି । ଡିଜିଟାଲ ଇଣ୍ଡିଆର ୧୦ ବର୍ଷ ପୂରଣ ହେବା ଅବସରରେ କେନ୍ଦ୍ର ସରକାର ଏକ ନୂତନ ପ୍ରତିଯୋଗିତା ଆରମ୍ଭ କରିଛନ୍ତି, ଯେଉଁଥିରେ କଣ୍ଟେଣ୍ଟ…

ଅଷ୍ଟମ ଶ୍ରେଣୀ ବହିରୁ ‘ପାଇକ ବିଦ୍ରୋହ’ ବିଷୟ ବାଦ୍‌: କ୍ଷୋଭ ପ୍ରକାଶ କଲେ ନବୀନ, ସ୍ପଷ୍ଟୀକରଣ ଦେଲା…

ଭୁବନେଶ୍ୱର: ଅଷ୍ଟମ ଶ୍ରେଣୀ ବହିରୁ 'ପାଇକ ବିଦ୍ରୋହ' ବାଦ୍‌ ଦିଆଯିବା ପ୍ରସଙ୍ଗରେ ଏନସିଇଆରଟିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ନିନ୍ଦା। ବିଜେଡି ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ଅଷ୍ଟମ ଶ୍ରେଣୀ ବହିରୁ ପାଇକ ବିଦ୍ରୋହକୁ ବାଦ ଦିଆଯିବା ପ୍ରସଙ୍ଗରେ ଏନସିଇଆରଟି ଉପରେ…

ନା ନିଜ ଦେଶ ଅଛି ନା ଅଛି ନାଗରିକତା

ନୂଆଦିଲ୍ଲୀ: ସେମାନଙ୍କର ନା ନିଜର କୌଣସି ଦେଶ ଅଛି ନା କୌଣସି ଦେଶର ନାଗରିକତା । ଏଭଳି ଲୋକଙ୍କୁ ଅଣନାଗରିକ ବା ରାଷ୍ଟ୍ରହୀନ କୁହାଯାଏ । ବିଶ୍ବରେ ଏଭଳି ଏକ କୋଟିରୁ ଅଧିକ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ କୌଣସି ଦେଶର ନାଗରିକତା ନାହିଁ । ସେମାନେ କୌଣସି ଦେଶର ନାଗରିକ ହୋଇନଥିବାରୁ…

କିଏ ହେବେ ପରବର୍ତ୍ତୀ ଉପରାଷ୍ଟ୍ରପତି ?

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛି ଜଗଦୀପ ଧନଖଡ଼ । ସ୍ବାସ୍ଥ୍ୟଗତ ସମସ୍ୟାକୁ କାରଣ ଦର୍ଶାଇ ଧନଖଡ଼ ପଦ ଛାଡିଥିବା ବେଳେ ବିରୋଧୀ ଇସ୍ତଫା ପଛରେ କାରଣକୁ ନେଇ ଭିନ୍ନ ଚର୍ଚ୍ଚା କରୁଛନ୍ତି । ରାଜନୈତିକ ବିଶେଷଜ୍ଞ ମଧ୍ୟ ତମାମ ଆକଳନ କରୁଛନ୍ତି । ଅନେକ ଏହାକୁ ଆଗାମୀ ବିହାର…

ଭାରତୀୟ କ୍ରିକେଟ ଇତିହାସର ଏହି ୫ଜଣଙ୍କୁ ଶାସ୍ତ୍ରୀ କହିଲେ ଶ୍ରେଷ୍ଠ

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର, କୋଚ ତଥା ଭାଷ୍ୟକାର ରବି ଶାସ୍ତ୍ରୀ ଏହି ୫ଜଣଙ୍କୁ ଭାରତର ମହାନ ଖେଳାଳି ବୋଲି କହିଛନ୍ତି । ଭାରତୀୟ କ୍ରିକେଟର ୯୩ ବର୍ଷର ଇତିହାସରେ ଏହି ୫ଜଣଙ୍କ ଯୋଗଦାନ ସର୍ବଦା ମନେ ପକାଯିବ । ସୁନୀଲ ଗାଭାସ୍କର, କପିଳ ଦେବ, ସଚିନ ତେନ୍ଦୁଲକର, ଏମଏସ ଧୋନୀ ଓ ବିରାଟ…

ଚିନ୍ତାରେ ଶତୃ ଦେଶ; ଭାରତୀୟ ସେନାରେ ସାମିଲ ହେଲା ନୂଆ ଆପାଚେ ହେଲିକପ୍ଟର

ନୂଆଦିଲ୍ଲୀ: ଆହୁରି ବୃଦ୍ଧି ହେଲା ଭାରତୀୟ ସେନାର ଶକ୍ତି । ଭାରତୀୟ ସେନାରେ ସାମିଲ ହେଲା ନୂଆ ଆପାଚେ ହେଲିକପ୍ଟର । ଏହି ହେଲିକପ୍ଟରଗୁଡ଼ିକୁ ଆମେରିକାରୁ କିଣାଯାଇଛି ଏବଂ ବୋଇଂ କମ୍ପାନୀ ଦ୍ୱାରା ନିର୍ମିତ ହୋଇଛି । ଏଗୁଡ଼ିକର ଡେଲିଭରି ଆଜି ଯୋଧପୁରରେ ହେବାକୁ ଯାଉଛି । ଆପାଚେ AH-64E…

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଟ୍ରକ୍‌ ଡ୍ରାଇଭର ସମେତ ୪ ଗିରଫ, ସାଙ୍ଗର ଜନ୍ମଦିନକୁ ଯାଇ ନିଖୋଜ ଥିଲେ ପୀଡିତା

ମାଲକାନଗିରି: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଟ୍ରକ୍‌ ଡ୍ରାଇଭର ସମେତ ୪ ଅଭିଯୁକ୍ତ ଗିରଫ। ସଦର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହେଲେ ୪ ଅଭିଯୁକ୍ତ। ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେଇ ଫେରିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା। ବିଜାଘାଟି ନିକଟରୁ…

ବିଦର୍ଭରୁ ନୁହେଁ ଏଥର କର୍ଣ୍ଣାଟକ ପକ୍ଷରୁ ଖେଳିବେ କରୁଣ

ବାଙ୍ଗାଲୋର: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ କରୁଣ ନାୟାର ଏବେ ବିଦର୍ଭ ବଦଳରେ କର୍ଣ୍ଣାଟକ ପକ୍ଷରୁ ଘରୋଇ କ୍ରିକେଟ ଖେଳିବେ । ବିଦର୍ଭ କ୍ରିକେଟ ଆସୋସିଏଶନ ତାଙ୍କୁ ଏନଓସି ଦେଇସାରିଛି । ୩ ବର୍ଷ ହେବ ଘରୋଇ କର୍ଣ୍ଣାଟକ ଟିମ ଛାଡି କରୁଣ ବିଦର୍ଭ ପକ୍ଷରୁ…

ତୁଟୁନି କ୍ଷମତା ଲୋଭ; ୯୨ ବର୍ଷ ବୟସରେ ପୁଣି ନିର୍ବାଚନ ଲଢ଼ିବେ…

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବୟସ୍କ ରାଷ୍ଟ୍ରମୁଖ୍ୟ ହେଉଛନ୍ତି କାମେରୁନର ରାଷ୍ଟ୍ରପତି ପାଉଲ୍ ବିୟା। ଯାହାଙ୍କ ବୟସ ୯୨ ବର୍ଷ। ଖାସ୍ କଥା ହେଉଛି ସେ ଏ ବୟସରେ ମଧ୍ୟ ରାଜନୀତିରୁ ଅବସର ନେବାକୁ ଚାହୁଁନାହାଁନ୍ତି। ସେ ଅକ୍ଟୋବର ୨୦୨୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପୁଣି ଥରେ…

ସବୁ ଗ୍ରାମ ପଞ୍ଚାୟତରେ ହେବ ଆୟୁଷମାନ ଆରୋଗ୍ୟ ମନ୍ଦିର…

ଭୁବନେଶ୍ବର: ତଳ ସ୍ତରରେ କିଭଳି ସ୍ବାସ୍ଥ୍ୟ ସେବା ପହଞ୍ଚିବ । ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । କଟକ ଏସସିବି ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପପିଟାଲ ଭଳି ବଡ଼ ଡାକ୍ତରଖାନାଗୁଡ଼ିକରୁ ଚାପ କମାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ବଡ ପଦକ୍ଷେପ ନେଇଛି । ଏନେଇ ଆଗକୁ ସବୁ ଗ୍ରାମ…