ପ୍ରେମ ବିବାହ କରି ହଟହଟା; ଗାଁ ଦାଣ୍ଡରେ ହଳ କରାଇଲେ ଗ୍ରାମବାସୀ..
କୋରାପୁଟ: କୋରାପୁଟରେ କଙ୍ଗାରୁ କୋର୍ଟ। କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଅଞ୍ଚଳର ଏକ ଗାଁରେ ଏକ ଆଦିବାସୀ ଦମ୍ପତିଙ୍କୁ ବଳଦ ଭଳି ହଳ କରାଇଛନ୍ତି ଗ୍ରାମବାସୀ।
ସମାନ ଜାତିରେ ବିବାହ କରିଥିବାରୁ ଗ୍ରାମବାସୀ ମାନେ ସେମାନଙ୍କୁ ସର୍ବସାଧାରଣରେ ଅପମାନିତ କରିଥିଲେ। ସୂଚନା ଅନୁଯାୟୀ, ଜିଲ୍ଲାର…