ନୂତନ ରେକର୍ଡ ପାଇଁ ଅଭିଷେକଙ୍କୁ ଆବଶ୍ୟକ ୬ ଛକା
ଦୁବାଇ: ଏସିଆ କପ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଏହି ମ୍ୟାଚରେ ୬ଟି ଛକା ମାରିଲେ ନୂତନ କୀର୍ତିମାନ ସ୍ଥାପନ କରିବେ । ବହୁରାଷ୍ଟ୍ରୀୟ ଟି୨୦ ଟୁର୍ଣ୍ଣାମେଂଟରେ ସେ ସର୍ବାଧିକ ଛକା ମାରିବା ଗୌରବ ଅର୍ଜନ କରିବେ ।…