India Slams Pak PM: ଜାତିସଂଘ ଭାଷଣରେ ଖାଲି ମିଛ ହିଁ ଓଗାରିଲେ ସରିଫ୍: ଉଚିତ୍ ଜବାବ ଦେଇ ପର୍ଦ୍ଦାଫାସ୍ କଲା ଭାରତ…
ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ମିଳିତ ଜାତିସଂଘ ସାଧାରଣ ସଭା (UNGA)ର ୮୦ତମ ଅଧିବେଶନରେ ତାଙ୍କ ଭାଷଣରେ ପୁଣି ଥରେ ଭାରତ ବିରୋଧୀ ନିନ୍ଦା ଆରମ୍ଭ କରିଛନ୍ତି। ତାଙ୍କ ଭାଷଣ ସମୟରେ ସେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ, ଭାରତକୁ ଏକପାଖିଆ ଆକ୍ରମଣର ଅଭିଯୋଗ କରିଥିଲେ ଏବଂ…