ଭୋର ୫ଟା ୩୦ରେ ରିଲିଜ ହେଲା ଓଡିଆ ଫିଲ୍ମ ‘ଚାରିଧାମ’
ଭୁବନେଶ୍ବର: ଆଜି ରିଲିଜ ହୋଇଛି ଓଡିଆ ଫିଲ୍ମ ଚାରିଧାମ । ଭୋର ୫ଟା ୩୦ରେ କଟକ ବୃନ୍ଦାବନ ସିନେମା ହଲରେ ରିଲିଜ ହୋଇଛି । ଏତେ ସକାଳୁ ଫିଲ୍ମ ରିଲିଜ ହେବାର କାରଣ ନେଇ ଦର୍ଶକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ମହାରାଜାରେ ସ୍କ୍ରିନିଂ ପରେ ଆଜି କଟକରେ ଭୋର ସମୟରୁ ଚାଲିଥିଲା…