Latest Odisha News

BREAKING NEWS

ଚୀନ୍ ବୈଜ୍ଞାନିକଙ୍କ ଦାବି; ପୃଥିବୀ ତଳେ ଗଭୀର ଅନ୍ଧକାରରେ ଜୀବର ମିଳିଛି ସନ୍ଧାନ…

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ କରାଯାଉଛି । ଏଲିଏନ୍ ବିଷୟରେ ମଧ୍ୟ ବିଭିନ୍ନ ଦାବି କରାଯାଉଛି । ଏହା ସମ୍ପୂର୍ଣ୍ଣ ନିଶ୍ଚିତ ବୋଲି ବିଶ୍ୱାସ କରାଯାଏ ଯେ ପୃଥିବୀ ବାହାରେ ମହାକାଶରେ ନିଶ୍ଚିତ ଭାବରେ ଜୀବନ ଅଛି କିମ୍ବା ଜୀବନର ସମ୍ଭାବନା ଅଛି । ବିଶ୍ୱର ଅନେକ ମହାକାଶ ସଂସ୍ଥା ଏହି…

ବାଲୁକା କଳା ମାଧ୍ୟମରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ବାର୍ତ୍ତା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଉ ଦିନ କେଇଟା ପରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରିବ ଭାରତ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ୨ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଦେଶବ୍ୟାପୀ ଆୟୋଜିତ ହେଉଛି । ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ…

ଜାଫର ଏକ୍ସପ୍ରେସରେ ଆଇଇଡି ବିସ୍ଫୋରଣ, ୫ ଆହତ

ବେଲୁଚିସ୍ତାନ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ମାସ୍ତୁଙ୍ଗ ଜିଲ୍ଲାରେ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନରେ ରବିବାର ଏକ ଆଇଇଡି ବିସ୍ଫୋରଣ ଘଟିଥିଲା। ସ୍ପାଜାଣ୍ଡ ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଥିଲା। ତେବେ ହଠାତ୍ ବିସ୍ଫୋରଣ ଯୋଗୁଁ ଟ୍ରେନର ପାଞ୍ଚଟି କୋଚ୍ ଲାଇନଚ୍ୟୁତ…

ପାଗଳ କୁକୁର ଆକ୍ରମଣରେ ପାରା-ଆଥଲେଟଙ୍କ ସମେତ ୨ ମୃତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ତୁଷୁରା ଅଞ୍ଚଳର ଏକ ଗାଁରେ ପାଗଳ କୁକୁର ଆକ୍ରମଣର ଶିକାର ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ତୁଷୁରା ଥାନା ଅଧୀନସ୍ଥ ଚିଞ୍ଚେରା ଗାଁରେ ଏହି ଘଟଣା ଘଟିଛି। ସେମାନେ ୩୩ ବର୍ଷୀୟ ଜାତୀୟ ସ୍ତରୀୟ…

ଚମକିଲେ ଅନୀମେଶ, ପ୍ରଜ୍ଞା: ନିରାଶ କଲେ ଲାଲୁ, ଶ୍ରାବଣୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ୱାର୍ଲ୍ଡ ଆଥଲେଟିକ୍ସ କଂଟିନେଂଟାଲ ଟୁର ବ୍ରୋଞ୍ଜ ଇଭେଂଟରେ ଓଡିଶାର ଅନୀମେଶ କୁଜୁର ଚମତ୍କାର ପ୍ରଦର୍ଶନ କରିଛନ୍ତି । ଭାରତରେ ପ୍ରଥମଥର ପାଇଁ ଏହି ମେଗା ପ୍ରତିଯୋଗିତା ଆୟୋଜିତ ହେଉଛି । ଅନୀମେଶ ୨୦୦ ମିଟର ପୁରୁଷ ଦୌଡରେ ସ୍ୱର୍ଣ୍ଣ ପଦକ…

ରାଷ୍ଟ୍ରପତି ଭବନରେ ରାକ୍ଷୀ ପୂର୍ଣ୍ଣିମା ପାଳିଲେ ଏକଲବ୍ୟ ଆବାସିକ ବିଦ୍ୟାଳୟର ବିଦ୍ୟାର୍ଥୀ

ଭୁବନେଶ୍ବର: ରାଷ୍ଟ୍ରପତି ଭବନରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ରାକ୍ଷୀ ପୂର୍ଣ୍ଣିମା ପାଳିଛନ୍ତି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୨୦ ଜଣ ବିଦ୍ୟାର୍ଥୀ । ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାର ଲାଇଂ, ଭବାନୀପୁର, ମହାସିଙ୍ଗ ଓ ଫିରିଙ୍ଗିଆ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବିଦ୍ୟାର୍ଥୀ ଓ ୪…

ରାସ୍ତା କଡରେ ବୃହତକାୟ ପକ୍ଷୀ ଦେଖି ଲୋକେ ଚକିତ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ବୃହତକାୟ ପକ୍ଷୀର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ପକ୍ଷୀକୁ ଲୋକେ ଜଟାୟୁ ଭାବି ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି । ପକ୍ଷୀଟି ଶାନ୍ତ ମୁଦ୍ରାରେ ରାସ୍ତା କଡରେ ଥିବା ପଥର ଉପରେ ବସି ରହିଥିଲା । ଏହାକୁ ଦେଖିବା ପରେ ପ୍ରଥମେ ଲୋକମାନେ ଡରି କରି…

ଚନ୍ଦ୍ରଭାଗାରେ ବୁଡ଼ିଗଲେ ୩ ଯୁବକ

ପୁରୀ: ପୁରୀ ଚନ୍ଦ୍ରଭାଗାରେ ସମୁଦ୍ରରେ ଗାଧୋଇବା ସମୟରେ ରବିବାର ଦିନ ତିନି ଜଣ ଯୁବକ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ତିନି ଜଣ ଯୁବକ ଚନ୍ଦ୍ରଭାଗା ବେଳାଭୂମି ବୁଲିବାକୁ ଯାଇଥିଲେ। ଇକୋ ରିଟ୍ରିଟ୍ ନିକଟରେ…

ବଢ଼ିପାରେ ରବର୍ଟ ଭଦ୍ରାଙ୍କ ସମସ୍ୟା, ବେଆଇନ ଭାବେ ୫୮ କୋଟି ଟଙ୍କା ରୋଜଗାର କରିଛନ୍ତି: ଇଡି

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ସମସ୍ୟା ବଢ଼ିପାରେ । ଗୋଟିଏ ପଟେ, ଇଡି ସୂତ୍ର ଦାବି କରୁଛି ଯେ ଭଦ୍ରା ବେଆଇନ ଉପାୟରେ ପ୍ରାୟ ୫୮ କୋଟି ଟଙ୍କା ରୋଜଗାର କରିଛନ୍ତି । ଅନ୍ୟପଟେ, ପଚରାଉଚରା ସମୟରେ ରବର୍ଟ ଭଦ୍ରା ତିନି ଜଣ ମୃତ ବ୍ୟକ୍ତିଙ୍କ…

ରୋହିତ, କୋହଲିଙ୍କ ସପକ୍ଷରେ ବାହାରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଭୟ ଖେଳାଳି ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଏବେ କେବଳ ସେମାନେ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି ।…