ଖୁବଶୀଘ୍ର ଭୁବନେଶ୍ୱର ଓ ଜୟପୁର ମଧ୍ୟରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ
ଜୟପୁର: ଜୟପୁର ଏବଂ ଭୁବନେଶ୍ୱର ମଧ୍ୟରେ ଏକ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ପାଇଁ ଯୋଜନା ଥିବା ନେଇ ଶନିବାର କହିିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସୁଭଦ୍ରା ଯୋଜନା ଅନ୍ତର୍ଗତ ତୃତୀୟ କିସ୍ତି ସହାୟତା ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସେ…