ରାଜଧାନୀରେ ଚାଞ୍ଚଲ୍ୟ; ଡେଲିଭରୀ ବୟ ଆକ୍ରମଣରେ ମହିଳା ଗୁରୁତର
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱରରେ ଅନଲାଇନ ଫୁଡ୍ ଡେଲିଭରୀକୁ ନେଇ ଏପରି କିଛି ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ଭୁବନେଶ୍ୱରରେ ବିନୋଦିନୀ ରଥ ନାମକ ଜଣେ ମହିଳା ଅନଲାଇନରେ ଫୁଡ୍ ଅର୍ଡର୍ କରିଥିଲେ। ଖାଦ୍ୟ ପହଞ୍ଚିବାରେ ବିଳମ୍ବ ହେବାରୁ ସେ…