ବଜାରକୁ ଆସିଲା ସବୁଠୁ ଶସ୍ତା ଇଲେକଟ୍ରିକ୍ ସ୍କୁଟର Zelo Knight+;ମାତ୍ର ୫୯ହଜାର..
ନୂଆଦିଲ୍ଲୀ: Zelo Electric ₹ ୫୯,୯୯୦ (ଏକ୍ସ-ଶୋରୁମ୍)ର ପ୍ରାରମ୍ଭିକ ମୂଲ୍ୟରେ Knight+ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିଛି। ଜେଲୋ ଇଲେକଟ୍ରିକ୍ ଭାରତୀୟ ବଜାରରେ ସବୁଠୁ ଶସ୍ତା ଇଲେକଟ୍ରିକ୍ ସ୍କୁଟର Knight+ ଲଞ୍ଚ କରିଛି ।
ନାଇଟ୍+ ପାଇଁ ପ୍ରି-ବୁକିଂ ସମସ୍ତ ଜେଲୋ ଇଲେକ୍ଟ୍ରିକ୍…