‘ଶୁଳ୍କ ନଷ୍ଟ କରିଛି ଭାରତ ସହିତ ସମ୍ପର୍କ’, ସ୍ବୀକାର କଲେ ଟ୍ରମ୍ପ, କହିଲେ ‘ଏବେ ରୁଷ ଉପରେ…’
ନୂଆଦିଲ୍ଲୀ: ଭାରତ ସହିତ ଶୁଳ୍କ ବିବାଦ ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ଥିତି ସୁଧାରିବାକୁ ଚେଷ୍ଟା କରୁଛନ୍ତି । ପୂର୍ବରୁ ଭାରତକୁ ଧମକ ଦେଇଥିବା ଟ୍ରମ୍ପଙ୍କ ସ୍ବର ଏବେ ଭାରତ ଭଲ ବନ୍ଧୁ ଦେଶ ବୋଲି ବାରମ୍ବାର ବୟାନ ଦେଉଛନ୍ତି । ଭାରତ ଉପରେ ଲାଗୁ ହୋଇଥିବା ୫୦ ପ୍ରତିଶତ…