Latest Odisha News

BREAKING NEWS

କୃଷ୍ଣ ମୋହନ କିଏ; ଯାହାଙ୍କ ହାତରେ ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟ ଦାୟିତ୍ୱ…

ଅଯୋଧ୍ୟା: ରାମ ମନ୍ଦିରରେ ଦାନ ଅର୍ଥ ଚୋରି ଘଟଣା ସାମ୍ନାକୁ ଆସିବା ପରେ ଟ୍ରଷ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ଏବଂ କୃଷ୍ଣ ମୋହନଙ୍କୁ ଶ୍ରୀ ରାମ ଜନ୍ମଭୂମିର ମଧ୍ୟବର୍ତ୍ତୀକାଳୀନ ମହାସଚିବ ଭାବରେ ନିଯୁକ୍ତ କରାଯାଇଥିଲା। ତେବେ…

Assam Rifles convoy ambushed:ଆସାମ ରାଇଫଲ୍ସର କନଭୟ ଉପରେ ଉଗ୍ରବାଦୀ ଆକ୍ରମଣ; IED ବିସ୍ଫୋରଣରେ ୨ଯବାନ ସହିଦ

ଇମ୍ଫାଲ:ସୋମବାର ଦିନ ମଣିପୁରର ଉଖରୁଲ ଜିଲ୍ଲାରେ ଉଗ୍ରବାଦୀମାନେ ଆସାମ ରାଇଫଲ୍ସର ଏକ କନଭୟ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୪୦ ଆସାମ ରାଇଫଲ୍ସର ଦୁଇ ଜଣ ଯବାନ ସହିଦ ହୋଇଥିବା ସୂଚନା ରହିଛି । ଏହା ପରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା । ସୁରକ୍ଷା ବାହିନୀ ସମଗ୍ର…

ଏଣିକି ଦୈନିକ ଚାଲିବ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରୁ ଗୁଜୁରାଟର ଉଧନା (ସୁରଟ) ପର୍ଯ୍ୟନ୍ତ ଚାଲୁଥିବା ସାପ୍ତାହିକ ଅମୃତ ଭାରତ ଏକ୍ସପ୍ରେସ ଏଣିକି ପ୍ରତିଦିନ ଚଳାଚଳ କରିବ । ଆଜି ବ୍ରହ୍ମପୁର ରେଳ ଷ୍ଟେସନ ପ୍ଲାଟଫର୍ମରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଓଡ଼ିଶାର…

Genguti River: ୫୦ ଫୁଟ୍ ଧସିଲା ଗେଙ୍ଗୁଟି ନଦୀବନ୍ଧ; କାର୍ଯ୍ୟର ମାନକୁ ନେଇ ଉଠିଲା ପ୍ରଶ୍ନ

ଧାମନଗର:ଗତ ୪ ଦିନର ଲଦିନର ଲଗାଣ ବର୍ଷା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳମଗ୍ନ ପରିସ୍ଥିତି ଦେଖାଯାଇଛି । ଏପଟେ ଆଜି ଭଦ୍ରକ ଜିଲ୍ଲା ଧାମନଗର ଜଳସମ୍ପଦ ବିଭାଗ ଅଧୀନ ଦଳାଙ୍ଗ ପଞ୍ଚାୟତର ରାମେଶ୍ଵରପୁର ମଳିକସାହି ନିକଟ ଗେଙ୍ଗୁଟି ନଦୀର ଦକ୍ଷିଣ ପାର୍ଶ୍ଵ ବନ୍ଧ ଧସିଯାଇଛି।ବନ୍ଧରେ ପ୍ରାୟ ୫୦…

ଓଡ଼ିଶାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଏବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । କୌଣସି ପ୍ରକାର ବିପଦ ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି l ଏପର୍ଯ୍ୟନ୍ତ ଲଗାଣ ବର୍ଷାରେ ବିଶେଷ ଭାବେ କୌଣସି ବ୍ୟକ୍ତି କିମ୍ବା ଘର କ୍ଷତିଗ୍ରସ୍ତ ହୋଇ ନାହାଁନ୍ତି l…

ରାୟଗଡ଼ା ଭିଡ଼ ହିଂସା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨୪ ଛୁଇଁଲା ଗିରଫ ସଂଖ୍ୟା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଘଟିଥିବା ପିଲାଚୋରି ସନ୍ଦେହରେ ଭିଡ଼ ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଭଜରାନ ନାଇକ ସହ ଅନ୍ୟ ଯୁବକ ରାଜେଶ ଉଲ୍ଲକାକୁ ପୋଲିସ ଗିରଫ କୋର୍ଟ ଚାଲାଣ କରିଛି । ଏହାକୁ ମିଶାଇ ଏହି ଘଟଣାରେ…

ମଣିପୁରରେ ଉଗ୍ରବାଦୀ ବିରୋଧୀ ଅଭିଯାନ ଜାରି: ୨୪ ଘଣ୍ଟାରେ ୧୦ ଗିରଫ; ଅସ୍ତ୍ରଶସ୍ତ୍ର, ଗଞ୍ଜେଇ ଜବତ

ନୂଆଦିଲ୍ଲୀ:ମଣିପୁରରେ ବିଦ୍ରୋହ ଏବଂ ନିଶା କାରବାର ବିରୋଧରେ ଏକ ବଡ଼ ଅଭିଯାନରେ, ସୁରକ୍ଷା ବାହିନୀ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ପୃଥକ ନିଷିଦ୍ଧ ଉଗ୍ରବାଦୀ ଗୋଷ୍ଠୀ ସହିତ ଜଡିତ ୬ ଜଣ ଉଗ୍ରବାଦୀ ଏବଂ ୪ ଜଣ ନିଶା ଚୋରାଚାଲାଣକାରୀଙ୍କୁ ଗିରଫ କରିଛନ୍ତି । ପୋଲିସର ସୂଚନା ଅନୁଯାୟୀ, ଗିରଫ…

ଜିମ୍ବାୱେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ସଞ୍ଜୁ ବିଦା

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଟି୨୦ ସିରିଜ ପାଇଁ ସୋମବାର ଶ୍ରେୟାଶ ଆୟାରଙ୍କ ନେତୃତ୍ୱରେ ଭାରତୀୟ ଟି୨୦ ଦଳର ଘୋଷଣା କରାଯାଇଛି । ୧୫ ଜଣିଆ ଦଳରୁ ଟି୨୦ ବିଶ୍ୱକପର ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ସଞ୍ଜୁ ସାମସନ ବାଦ ପଡିଛନ୍ତି । ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ସ୍ଥାନ ବଜାୟ…

ଦିନିକିଆ ବିଶ୍ୱକପ ପୂର୍ବରୁ ଖେଳାଯିବ ଏସିଆ କପ କ୍ରିକେଟ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ପୂନର୍ବାର ଆରମ୍ଭ ହେବାକୁ ଯାଉଛି । ୨୦୨୭ ଦିିନିକିଆ ବିଶ୍ୱକପ ପୂର୍ବରୁ ଆଇସିସି ୫୦ ଓଭର ଫର୍ମାଟରେ ପୂନର୍ବାର ଏସିଆ କପକୁ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଏସିଆନ କ୍ରିକେଟ କାଉନ୍ସିଲ ପକ୍ଷରୁ ଏ ନେଇ ଅବଶ୍ୟ କୌଣସି ବୟାନ ଜାରୀ କରାଯାଇ ନାିଁ ।…

ଲଗାଣ ବର୍ଷାରେ ବେହାଲ ସମ୍ବଲପୁର; ୯ରେ ଖୋଲିବ ହୀରାକୁଦ ଗେଟ୍‌

ହୀରାକୁଦ: ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଜଳଭଣ୍ଡାରର ଜଳସ୍ତର । ଏହାରି ଭିତରେ ହୀରାକୁଦରୁ ଡ୍ୟାମ୍‌ର ଗେଟ୍ ଖୋଲାଯିବା ନେଇ ସୂଚନା ଦିଆଯାଇଛି । ଆସନ୍ତା ଜୁଲାଇ ୯ ତାରିଖରେ ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ ବୋଲି ହୀରାକୁଦ ଡ୍ୟାମର ଅତିରିକ୍ତ…