ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ଲକ୍ଷ୍ମଣ
ନୂଆଦିଲ୍ଲୀ :ବିସିସିଆଇ ଭି.ଭି.ଏସ୍.ଲକ୍ଷ୍ମଣଙ୍କୁ ଚୟନ କମିଟି ମୂଖ୍ୟ କରିବାକୁ ଯାଉଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ବର୍ତ୍ତମାନର ମୁଖ୍ୟ ଚୟନକର୍ତ୍ତା ସ୍ଥାନରେ ସେ ଏହି ଦାୟିିତ୍ୱ ତୁଲାଇବେ । ଅଗରକରଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଥିବା ବେଳେ, ପୂର୍ବତନ…