ଏସିଆ କପ କ୍ରିକେଟ: ସଞ୍ଜୁଙ୍କ ବଦଳରେ ଜୀତେଶଙ୍କୁ ପ୍ରଥମ ମ୍ୟାଚରେ ମିଳିପାରେ ସୁଯୋଗ
ଦୁବାଇ: ଭାରତ ଏସିଆ କପ ଟି୨୦ ଟ୍ରଫି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରଥମ ମ୍ୟାଚରେ ସଞ୍ଜୁ ସାମସନଙ୍କ ବଦଳରେ ଜୀତେଶ ଶର୍ମାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା ରହିଛି । ଅଭିଷେକ ଶର୍ମାଙ୍କ ସହ ଶୁଭମନ ଗିଲ ଇନିଂସ ଓପନିଂ କରିବେ । ସଞ୍ଜୁଙ୍କୁ ମିଡିଲ ଅର୍ଡରରେ ଖେଳାଇବା…