Kejriwal Dares Modi: ‘ଟ୍ରମ୍ପ୍ ଜଣେ ଭୀରୁ, କାପୁରୁଷ’, ଶୁଳ୍କ ନେଇ ବର୍ଷିଲେ କେଜ୍ରିଓ୍ବାଲ, ମୋଦିଙ୍କୁ ବି…
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (AAP) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି । ଏଥିସହିତ ମୋଦି ସରକାରଙ୍କ ସମ୍ମୁଖରେ ୪ଟି ଦାବି ମଧ୍ୟ ରଖିଛନ୍ତି। କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀଙ୍କ କପା ପ୍ରସଙ୍ଗ ଉଠାଇ…