ପାଣିରେ ବୁଡ଼ି ମୃତ୍ୟୁ ନାଟକ; ପ୍ରେମିକ ସହ ପୁରୀରୁ ଉଦ୍ଧାର ମହିଳା
କଟକ: କଟକ ଜିଲ୍ଲା ବାଙ୍କି ଅଞ୍ଚଳର ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହ ପଳାଇବା ପାଇଁ ମୃତ୍ୟୁର ମିଛ ନାଟକ ରଚିଥିଲେ। ପରେ ଦୁହିଁଙ୍କୁ ପୁରୀରୁ ଠାବ କରାଯାଇଥିଲେ।
ସୂଚନା ଅନୁଯାୟୀ, ରତାଗଡ଼ ଗାଁର ଜଣେ ମହିଳା ସୋମବାର ସକାଳେ 'ଖୁଦୁରୁକୁଣୀ' ମୂର୍ତ୍ତି ବିସର୍ଜନ ସମୟରେ ମହାନଦୀରେ ବୁଡ଼ି…