ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଟ୍ରକ୍ ଡ୍ରାଇଭର ସମେତ ୪ ଗିରଫ, ସାଙ୍ଗର ଜନ୍ମଦିନକୁ ଯାଇ ନିଖୋଜ ଥିଲେ ପୀଡିତା
ମାଲକାନଗିରି: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଟ୍ରକ୍ ଡ୍ରାଇଭର ସମେତ ୪ ଅଭିଯୁକ୍ତ ଗିରଫ। ସଦର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହେଲେ ୪ ଅଭିଯୁକ୍ତ। ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେଇ ଫେରିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା। ବିଜାଘାଟି ନିକଟରୁ…